ହେଡଲାଇନସ୍:

ଭିଜିଲାନ୍ସ ଜାଲରେ ଜାମସେଠ ରାଜସ୍ବ ନିରୀକ୍ଷକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଳ ତହସିଲ ଅନ୍ତର୍ଗତ ଜାମସେଠ ରାଜସ୍ବ ନିରୀକ୍ଷକ ଡମ୍ବରୁଧର ସେଠ ନିଜ ଜାମସେଠ ସ୍ଥିତ କାର୍ଯ୍ୟାଳୟ ଠାରେ ବରତୁଣ୍ଡା ଗ୍ରାମର ଫକୀର ଚରଣ ଶବର ଙ୍କ ଠାରୁ 8ଏକର 40ଡିସିମିଲ ର ପଟ୍ଟା କରାଇଦେବା ପାଇଁ 20000 ଟଙ୍କା ( କୋଡ଼ିଏ ହଜାର ଟଙ୍କା) ଲାଞ୍ଚ ନେଇଥିବା ସମୟରେ ବରଗଡ଼ ଭିଜିଲାନ୍ସ ଦିଏସପି ଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ ରାଜସ୍ୱ ନିରୀକ୍ଷକ ଙ୍କ କାବୁ କରୁଛି । ଅଧିକ ତଦନ୍ତ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଡମ୍ବରୁଧର ସେଠଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ସୂଚନା ରହିଛି ।

0
0
0
s2sdefault