କନ୍ୟାର ନବଜାତ ଶିଶୁକୁ ନେଇ ବିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବାଲିକୁଦା ଥାନା ଅଧୀନ ନରସିଂହପୁର ଗାଁର ବିଷ୍ଣୁ ଭୋଇଙ୍କ ଝିଅ ଯଶୋଧା ଭୋଇ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି l ଜିଲ୍ଲା ଶିଶୁ କଲ୍ୟାଣ ସମିତି ନବଜାତ ଶିଶୁ କନ୍ୟାକୁ ଶିଶୁ ଆଶ୍ରମକୁ ପଠାଇଦେବା ସହ ମା କୁ ସୁଧାରଘରକୁ ପଠାଯାଇଛନ୍ତି l ଏହି କୁମାରୀ ଜଣେ ଦଳିତ ଯୁବତୀ ଯାହାର ପିତା କାମକୁ ଯାଉଥିବା ସମୟରେ ଜଣେ ସବର୍ଣ୍ଣ ସୁଯୋଗ ବିବାହର ପ୍ରତିଶୃତି ଦେଇ ସଂପର୍କ ରଖିଥିଲା l ମାତ୍ର ଯୁବତୀଜଣକ ଗର୍ଭବତୀ ହେବା ପରେ ବିବାହ ପାଇଁ ମନା କରିଥିବାରୁ ଦଳିତ ଯୁବତୀଜଣକ ବାଲିକୁଦା ଥାନାରେ ଗତ ନେଭେମ୍ବର ୨୦୨୨ରେ ଅଭିଯୋଗ କରିଥିଲେ l କେଶ ନଂ -506/22ଦଫା 417493506 ରେ କେଶ କରିଥିଲା l ବର୍ତ୍ତମାନ ପୋଲିସ ଦୋଷୀକୁ ଘଣ୍ଟ ଘୋଡାଉଛି ବୋଲି ଝିଅର ବାପା ମାଆ ଓ ଦଳିତ ବିକାଶ ସଭାପତି ଶଙ୍କର ଦାସ ଅଭିଯୋଗ କରିଛନ୍ତି l

0
0
0
s2sdefault