ହେଡଲାଇନସ୍:

ଜୟଶ୍ରୀଙ୍କ ହାତ ଧରିଲେ ଶେଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ :- ଯୁବ ବୈଜ୍ଞାନିକ ଶେଷ କିଷାନଙ୍କ ବିବାହ । ଜୀବନକୁ ଆସିଲେ ନୂଆ ସାଥୀ । ବିବାହ ବନ୍ଧନରେ ବାନ୍ଧିହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ । ରେଢାଖୋଲରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି ଶେଷ କିଷାନ । ଜୟଶ୍ରୀ ଜେନାଙ୍କୁ ସେ ବିବାହ କରିଥିବା ଜଣା ପଡ଼ିଛି । ରେଜିଷ୍ଟ୍ରି ମ୍ୟାରେଜ ପରେ ଶେଷଙ୍କୁ ପରିବାର ପରିଜନ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଆସନ୍ତା ୨୨ ତାରିଖରେ ସମ୍ବଲପୁର ଜିଲ୍ଲା ବଲାସିଂଘା ଗାଁଶେଷ ରେଢାଖୋଲ ର ଏକ କଲ୍ୟାଣ ମଣ୍ଡପରେ ବୈଦିକ ରୀତିନୀତିରେ ଶେଷଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ବହୁ ସଂଷର୍ଷ ପରେ ଶେଷ କିଷାନ ସଫଳାତାର ସ୍ବାଦ ଚାଖିଥିଲେ । ଏକ ଅଭାବ ପରିବାରରୁ ବୈଜ୍ଞାନିକ ହୋଇପାରିଛନ୍ତି ଶେଷ କିଷାନ । ସେ ଏବେ ଜର୍ମାନରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି

0
0
0
s2sdefault