ହେଡଲାଇନସ୍:

 ଜେପିଭିଟି ଆସୋସିଏସନ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଜଗତସିଂହପୁର(ରମେଶ ମହାନ୍ତି) ଆଜି ଜଗତସିଂହପୁର ସହରସ୍ଥ ଶିଶୁ ଆଶ୍ରମରେ ଜଗତସିଂହପୁର ଫଟୋ-ଭିଡିଓଗ୍ରାଫିକ ଟ୍ରେଡର୍ସ ଆସୋସିଏସନ ର ବହୁ କର୍ମର୍କତା ଓ ସଭ୍ୟମାନଙ୍କ ଗହଣରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି  । ଆଶ୍ରମର ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ,ଲିଚି ଆଦି ବଣ୍ଟନ କରାଯାଇଥିଲା । ପରେ ପରେ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯାଇ ବିଶ୍ୱ ଫଟୋଗ୍ରାଫି ଦିବସର ଉପାଦେୟତା ସମ୍ପର୍କରେ ସମ୍ୟକ ଆଲୋଚନା କରାଯାଇଥିଲା  । ଏହି ଉତ୍ସବକୁ ସହରର ପ୍ରମୁଖ ଫଟୋଗ୍ରାଫର ତଥା ଷ୍ଟୁଡିଓ ମାଲିକଙ୍କ ସମେତ ଅଷ୍ଟଶମ୍ଭୁ ଷ୍ଟୁଡିଓ, ଜେସି ମଲ୍ଟି ମେଡିଆର ମାଲିକ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିଲେ  ।

0
0
0
s2sdefault