ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଓ ତାଙ୍କ ପରିବାର କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଓ ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲ ରେ କୋଭିଡ ପ୍ରିକସନାରୀ ଡୋଜ ଟୀକା ପ୍ରଦାନ କରାଯାଇଛି l
ରାଜ୍ୟ
ସାମ୍ବାଦିକ ଓ ତାଙ୍କ ପରିବାର କୁ କୋଭିଡ ପ୍ରିକସନାରୀ ଡୋଜ ଟୀକା ପ୍ରଦାନ
- Hits: 295