ହେଡଲାଇନସ୍:

ପୁରୁଣା ନଦୀ ବନ୍ଧ ରୁ ବେଆଇନ ଭାବରେ ମାଟି ଉଠାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ: ତିର୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଂଚାୟତ ଏବଂ କୋଲର ପଂଚାୟତ ମଝିରେ ଥିବା କୁଳ ନାଗପୁର ପୁରୁଣା ନଦୀ ବନ୍ଧ ରୁ ବେଆଇନ ଭାବରେ କିଛି ବ୍ୟକ୍ତି ମାଟି ଉଠାଇବା ସହ ମିନି ପାର୍କ କରିବା ପାଇଁ ଯୋଜନା କରିଛନ୍ତି l ଯାହାକି ମହାନଦୀ ଅବବାହିକା ର ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି l ତଳିଆ ଅଂଚଳ ବାସୀଙ୍କୁ ଦୀର୍ଘ ଦିନରୁ ସୁରକ୍ଷା ଦେଇ ଆସୁଥିବା ଏହି ନଦୀ ବନ୍ଧ ର ପ୍ରକୁତ ତଦନ୍ତ କରାଯାଇ ପୁନଃରୁଦ୍ଧାର କରାଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି l

0
0
0
s2sdefault