ହେଡଲାଇନସ୍:

୧୮୯ ବାଟାଲିୟନ ସି.ଆର୍.ପି.ଏଫ୍ ଦ୍ୱାରା ଆୟୋଜିତ୍ ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଭିଯାନରେ ସାମିଲ ହେଲା ଜେଏସଏମ ବାଣିଜ୍ୟ ମହାବିଦ୍ୟାଳୟ

“ବୃକ୍ଷରୋପଣ କର ବିଶ୍ୱକୁ ସୁରକ୍ଷା କର “

ବଲାଙ୍ଗୀର (ଶାସକ ପ୍ରଶାସକ ): ସ୍ଥାନୀୟ ଛୁଇବନ୍ଦ ପାଖରେ ଥିବା ସ୍ଥାନରେ ୧୮୯ ବାଟାଲିୟନ ସି.ଆର୍.ପି.ଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଳ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ୧୮୯ ବାଟାଲିୟନ ସି.ଆର୍.ପି.ଏଫ୍ କମାଣ୍ଡିଂ ଅଫିସର. ଶ୍ରୀ ପବନ ତିୟ୍ୟାରି, ଶ୍ରୀମତୀ ସତ୍ୟା ତିୟ୍ୟାରି, ୨ୟ କମାଣ୍ଡିଂ ଅଫିସର. ଶ୍ରୀ ପି.କେ ସାହୁ, ୨ୟ କମାଣ୍ଡିଂ ଅଫିସର ଶ୍ରୀ ପିତବାସ ପଣ୍ତା ଓ ଡେପୁଟି କମାଣ୍ଡିଂ ଅଫିସର. ଏମ୍.ଡି. ମୋଜି ମଲ୍ଲିକ୍ ଉପସ୍ଥିତ ରହି ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୃକ୍ଷ ରୋପଣ କରାଯାଇଛି ।
ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜେ .ଏସ. ଏମ, ବାଣିଜ୍ୟ ମହାବିଦ୍ୟାଳୟର ଏ.ଓ ଶ୍ରୀ ଶୈଳେସ କୁମାର ପାଲ, ପିଇଟି ଶିକ୍ଷକ ଶ୍ରୀ ନିରୋଜ ମିଶ୍ର, କାର୍ଯ୍ୟକଳାପ ଇନଚାର୍ଜ ମିସ୍ ସୁପ୍ରିୟା ମହାପାତ୍ର ପୁଣି ଆନେକ ଛାତ୍ର-ଛାତ୍ରୀ ବୃକ୍ଷ ରୋପଣ କାର୍ଯ୍ୟରେରେ ସହଯୋଗ କରିଥିଲେ ।

0
0
0
s2sdefault