ହେଡଲାଇନସ୍:

ଲୋକପ୍ରିୟ କୋରାପୁଟିଆ ଆଦିବାସୀ ଗାୟକ ବୌଦ୍ଧଦେବ ସିଂଙ୍କ ଦେହାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ ଅଶୋକ ସାହୁ : ପ୍ରସିଦ୍ଧ କୋରାପୁଟିଆ ଆଦିବାସୀ ଭାଷାର ଗାୟକ ବୌଦ୍ଧ ଦେବସିଂଙ୍କ ଦେହାନ୍ତ ହୋଇଯାଇଛି ।ସେ ଅନେକ ଆଞ୍ଚଳିକ ଦେଶୀୟ ଭାଷାରେ ଗୀତ ଗାଈ ୟୁଟ୍ୟୁବରେ ପ୍ରସିଦ୍ଧ ଲାଭ କରିଥିଲେ । ମାତ୍ର ତେତିଶି ବର୍ଷ ବୟସରେ ଅନେକ ପ୍ରସିଦ୍ଧ ଗୀତ ଗାଈ ଏହି କଳାକାର ଘରେ ଘରେ ପରିଚିତ ଥିଲେ ।ବିଶେଷ କରି ତୋ ଗାଲରେ କଳାଯାଇ ଗୀତ ଗାଈ ସେ ଅନେକ ପ୍ରଶଂସା ସାଉଁଟି ଥିଲେ । ଘରେ ଶୋଇଥିବା ସମୟରେ ହୃଦ ଘାତରେ ମୃତ୍ୟୁ ହୋଇଯାଇଥିବା ଜଣାପଡିବା ପରେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି ଓ ଏହି ଅଂଚଳରେ ଶୋକରଛାୟା ଖେଳିଯାଇଛି ।

0
0
0
s2sdefault