ହେଡଲାଇନସ୍:

ବଦଳିଲା ରଙ୍ଗ : ରୋମରେ ଇଷତ ଧୂସର, ଦୁବାଇରେ ନୀଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁବାଇ : ସବୁବେଳେ ଧଳା ଆଉଟ ଫିଟ ରେ ଦେଖାଯାଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି ତାଙ୍କ ବିଦେଶ ଗସ୍ତ ଅବସରରେ । ରୋମରେ ତାଙ୍କୁ ଇଷତ ଧୂସର ବା ଘିଅ ରଙ୍ଗର ପଞ୍ଜାବୀ ପିନ୍ଧିବାକୁ ଦେଖିଥିବା ବେଳେ ଦୁବାଇରେ ତାଙ୍କୁ ନୀଳ ରଙ୍ଗର ପଞ୍ଜାବୀରେ ଦେଖିବାକୁ ମିଳିଛି । ଆଉ ସେହି ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

0
0
0
s2sdefault