ପଦ୍ମପୁର- କରୋନାକୁ ଦୁର କରିବା ପାଇଁ ସରକାର ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦେଉଛନ୍ତି । ହେଲେ ବର୍ତ୍ତମାନ ମଧ୍ୟ ବହୁ ଲୋକ ଟିକା ନେଇ ନାହାଁନ୍ତି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବଡ଼ପଡା ଅଙ୍ଗନଓ୍ବାଡି ଠାରେ କରୋନା ଟୀକାକରଣ କରାଯାଇଛି । ଏହି ଟିକା କରଣରେ କଟ ସମୁଦାୟ ୧୦୨ ଜଣଙ୍କୁ ପ୍ରଥମ ଦ୍ବିତୀୟ ଓ ତୄତୀୟ ଡୋଜ ଟିକା ଦିଆଯାଇଥିଲା । ଟୀକାକରଣରେ ସୁନିତା ପାଣ୍ଡେ,ମହେଶ କୁମାର ସାହୁ, ଆଶାକର୍ମୀ ମଞ୍ଜୁ ଭୋଇ ଓ ସୁଷମା ତାଣ୍ଡି ସହଯୋଗ କରିଥିଲେ । ସମସ୍ତେ କରୋନା ଟିକା ନେଇ କରୋନା ମହାମାରୀରୁ ନିବୄତ୍ତ ରହିବା ପାଇଁ ଅନୁରୋଧ କରିଛନ୍ତି ।
ରାଜ୍ୟ
ବଡ଼ପଡା ଠାରେ କରୋନା ଟୀକାକରଣ ଅନୁଷ୍ଠିତ ।
- Hits: 412