ହେଡଲାଇନସ୍:

୩ଟି ଭୋଟରେ ଜିତିଲେ ଲୁହୂରା ମୁଣ୍ଡା ସମିତି ସଭ୍ୟା ପ୍ରାର୍ଥୀନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗଲପୁର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ତା ୨୭/୨/୨୦୨୨ ରେ ଆରମ୍ଭ ହୋଇଥିବା ଭୋଟ ଗଣତିର ଫଳାଫଳ ତା ୨୮/୨/୨୦୨୨ ରେ ଘୋଷିତ ହୋଇଥିଲା । ତେବେ ଗଣତି ସମୟରେ ପ୍ରାର୍ଥୀନୀ ସସ୍ମିତା ଭୁଏ ଓ ଦମୟନ୍ତୀ ଭୁଏ ଙ୍କ ମଧ୍ୟରେ ସାପ ସିଢ଼ୀ ଖେଳ ପରି ଫଳାଫଳ ଆସୁଥିଲା | ଫଳରେ ଏହାକୁ ନେଇ ଦୁଇ ପ୍ରାର୍ଥୀନୀ ଓ ତାଙ୍କ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଜାତ ହୋଇଥିଲା । ସସ୍ମିତା ଜିତିବେ ନା ଦମୟନ୍ତୀ । ଶେଷକୁ ସସ୍ମିତା ଭୁଏ ମାତ୍ର ତିନୋଟି ଭୋଟ ରେ ଜି ତି ଲୁହୂରା ମୁଣ୍ଡା ପଞ୍ଚାୟତ ର ସମିତି ସଭ୍ୟା ଭାବେ ବିଜୟୀ ଘୋଷିତ ହୋଇଥିଲେ । ସସ୍ମିତା ଭୁଏ ୯୮୯ ଭୋଟ ପାଇଥିବା ବେଳେ ଦମୟନ୍ତୀ ଙ୍କୁ ମିଳିଛି ୯୮୬ ଟି ଭୋଟ ।

0
0
0
s2sdefault