କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ରାୟଗଡା ଜିଲା କଲ୍ୟାଣସିଂ ହପୁର (କ)ଜୋନ ରେ ଜିଲା ପରିଷଦ ବିଜେଡି ସମର୍ଥିତ ପ୍ରାର୍ଥୀ ବି ୱାରା ପ୍ରସାଦ ରାଓ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ଅଶ୍ୱିନୀ କୁମାର ମହାପାତ୍ର କୁ ୧୦୧୯ ଭୋଟରେ ହରାଇ ବିଜୟୀ ହୋଇଥିବା ବେଳେ ୭ଟି ସରପଞ୍ଚ ଓ ୭ଟି ସମିତି ସଭ୍ୟ ସଭ୍ୟା ବିଜୟୀ ହୋଇଛନ୍ତି ।କଲ୍ୟାଣସିଂ ହପୁର ପଞ୍ଚାୟତରେ ଗୌତମ ବାର୍ଲି ୧୫୭୩ଭୋଟ ଓ ଈଶ୍ୱର ହିକକା ୧୧୬୩ ଭୋଟ ପାଇ ଥିବା ବେଳେ ୪୧୦ଭୋଟଅଧିକା ପାଇ ଗୌତମ ବାର୍ଲି ବିଜୟ ହୋଇଛି । ବୁଡ଼ାଗୁଡା ପଞ୍ଚାୟତରେ କାଡ୍ରାକା ଶ୍ରୀରାମ ୧୨୭୪ଭୋଟ ପ୍ରତିଦ୍ବନ୍ଦୀ କନ୍ତାରୁ କାଡ୍ରାକା ୧୨୬୯ ଭୋଟ ପାଇ ଥିବା ବେଳେ ୫ଟି ଭୋଟ ପାଇ କାଡ୍ରାକା ଶ୍ରୀରାମ ବିଜୟୀ।କରପା ପଞ୍ଚାୟତ ରେ ସୁକାନ୍ତି କାଡ୍ରାକା ୧୩୯୪ ଭୋଟ ପ୍ରତିଦ୍ବନ୍ଦୀ ବର୍ଷା କାଡ୍ରାକା ୧୦୪୭ ଭୋଟ ପାଇଥିବା ବେଳେ ୩୪୭ ଅଧିକା ପାଇଁ ସୁକାନ୍ତିକାଡ୍ରାକା ବିଜୟୀ । ଧାମୁଣିପଙ୍ଗା ପଞ୍ଚାୟତରେ ଅଞ୍ଜଳି ତିଆକା ୧୨୦୫ ଭୋଟ ପ୍ରତିଦ୍ବନ୍ଦୀ ପ୍ରଭାତୀ ୱାନ୍ଦ।ଲାକା ୧୧୪୪ ଭୋଟ ପାଇଁ ଥିବାରୁ ୬୧ ଭୋଟ ଅଧିକା ପାଇଁଅଞ୍ଜଳି ତିଆକା ବିଜୟୀ ।ନାରାୟଣପୁର ପଞ୍ଚାୟତରେ ସିତାରାମ କାଡ୍ରାକା ୧୨୧୩ ଭୋଟ ଓ ପ୍ରତିଦ୍ବନ୍ଦୀ ଧନସିଂ ତିମାକା ୧୦୪୦ ଭୋଟ ପାଇ ଥିବା ବେଳେ ୧୭୩ ଭୋଟ ପାଇ ଥିବାରୁ ସିତାରାମ କାଡ୍ରାକା ବିଜୟୀ । ସିଙ୍ଗାରି ପଞ୍ଚାୟତରେ ନାଲା ପ୍ରେପକା ୧୧୪୬ଭୋଟ ଓ କୁର୍ଷିକା କାନ୍ତିମା ୭୭୪ ଭୋଟ ପାଇଁ ଥିବାରୁ ୩୭୨ ଅଧିକା ଭୋଟ ନାଲା ପ୍ରେପକା ଙ୍କୁ ବିଜୟୀ।ପାର୍ଶାଲି ପଞ୍ଚାୟତର ନିୟମଗିରି ବୁଥରେ ଡଙ୍ଗରିଆଣି ଲକ୍ଷ୍ମୀ କାଡ୍ରାକା ୬୦୯ ଭୋଟ ଓ ପ୍ରତିଦ୍ବନ୍ଦୀ ପୁଲେ କାଡ୍ରାକା ୧୯୦ ଭୋଟ ପାଇଥିବା ବେଳେ ୪୧୯ ଭୋଟ ଅଧିକା ପାଇଁ ଲକ୍ଷ୍ମୀକାଡ୍ରାକା ଙ୍କୁ ବିଜୟୀ ଘୋଷଣା କରାଯାଇଛି ।ସେହିପରି ସମିତି ସଭ୍ୟରେ ପାର୍ଶାଲି ପଞ୍ଚାୟତର ବିକାଶ ବାଗ ୪୨୩ ଭୋଟ ପ୍ରତିଦ୍ବନ୍ଦୀ କର୍ଣ୍ଣ କୌଶଲ୍ୟା ୧୬୯ ଭୋଟ ପାଇଥିବା ବେଳେ ବିକାଶ ବାଗ ୨୫୪ ଅଧିକା ପାଇଥିବାରୁ ବିଜୟୀ କରିଛନ୍ତି ।ସିଙ୍ଗାରି ରେ ଅମ୍ବ୍ରିକା କାଡ୍ରାକା ୧୧୮୯ଭୋଟ ପ୍ରତିଦ୍ବନ୍ଦୀ ସବିତା କାଡ୍ରାକା ୭୦୭ ଭୋଟ ପାଇଥିବା ବେଳେ ଅମ୍ବ୍ରିକା କାଡ୍ରାକା ୪୮୨ଭୋଟ ଅଧିକା ପାଇଁ ଥିବାରୁ ବିଜୟୀ,କରପା ରେ କାଞ୍ଚାନ ନେମାଲପୁରୀ ୧୨୮୬ ଭୋଟ ପ୍ରତିଦ୍ବନ୍ଦୀ ରଞ୍ଜିତା ମହାଙ୍କୁଡା ୧୦୫୧ ଭୋଟ ପାଇଥିବାରୁ ୨୩୫ ଅଧିକା ଭୋଟ କାଞ୍ଚାନ ନେମାଲପୁରୀ ବିଜୟୀ ।ନାରାୟଣପୁର ରେ ରୁନି କାଡ୍ରାକା ୧୨୬୪ ଭୋଟ ଓ ପ୍ରତିଦ୍ବନ୍ଦୀ କାଳିତା କାଡ୍ରାକା ୧୧୧୩ଭୋଟ ପାଇଁ ଥିବାରୁ ଅଧିକା ୧୫୧ ରୁନି କାଡ୍ରାକା ପାଇଁ ବିଜୟୀ ।ଧାମୁଣିପଙ୍ଗା ରେ ଗୀତା ହିମିରିକା ୧୨୪୩ ଭୋଟ ପ୍ରତିଦ୍ବନ୍ଦୀ ରଜନୀ ହୁଈକା ୧୦୬୩ ଭୋଟ ପାଇଁ ଥିବା ବେଳେ ଗୀତା ହିମିରିକା ଅଧିକା ୧୮୦ପାଇଁ ବିଜୟୀ ।ବୁଡ଼ାଗୁଡାର ଡମ୍ବୁରୁ କଞ୍ଜ।କା ୧୨୮୫ ଭୋଟ ପ୍ରତିଦ୍ବନ୍ଦୀ ଜାଗାରାଓ ତିଆକା ୧୨୩୯ ଭୋଟ ରୁ ଡମ୍ବୁରୁ କଞ୍ଜ।କା ୪୬ଅଧିକା ପାଇଁ ବିଜୟୀ ।କଲ୍ୟାଣସିଂ ହପୁର ରେ ମିନାକା ପଦ୍ମା ୧୮୬୮ଭୋଟ ଓ ପ୍ରତିଦ୍ବନ୍ଦୀ ସସ୍ମିତା କାଡ୍ରାକା ୧୪୭୩ ଭୋଟରୁ ମିନାକା ପଦ୍ମା ଅଧିକା ୩୯୫ ଭୋଟ ପାଇ ଥିବାରୁ ଏହିମାନଙ୍କୁ ନିର୍ବାଚନ ଅଧିକାରୀ ସୁଧାକର ରଇତ,ଏବିଡିଓ ବଳରାମ ପାତ୍ର, ମାନସ ରଞ୍ଜନ ପ୍ରଧାନ ,ଏଡିଏମ ଧର୍ମା ନନ୍ଦ ବେହେରା ,ପୁଲିସ ପ୍ରଶାସନ ର କଡା ସୁରକ୍ଷା ବ୍ୟବସ୍ଥା ରେ ଗଣତି କରାଯାଇଛି ।
ରାଜ୍ୟ
କ-ଜୋନ ଜିଲା ପରିଷଦ ବିଜେଡି ସମର୍ଥିତ ପ୍ରାର୍ଥୀ ବି ୱାରା ପ୍ରସାଦ ରାଓ ବିଜୟୀ ।
- Hits: 722