ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ଓ୍ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତିା ସମୁଦାୟ ମୁନିସିପାଲିଟି ୪୮ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ୫୯, ସମୁଦାୟ ମହାନଗର ନିଗମ-୩| ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ଓ୍ୱାର୍ଡ ସଂଖ୍ୟା-୧୭୬୩, ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ବୁଥ୍ ସଂଖ୍ୟା-୩୧୭୭ | ମହାନଗର ନିଗମର ସମୁଦାୟ ଓ୍ୱାର୍ଡ ସଂଖ୍ୟା-୧୬୮, ମହାନଗର ନିଗମର ସମୁଦାୟ ବୁଥ୍ ସଂଖ୍ୟା୧୪୦୭ | ୧୦୭ଟି ପୌର ସଂଖ୍ୟା ଓ ୩ଟି ମହାନଗର ନିଗମର ସମୁଦାୟ ଓ୍ୱାର୍ଡ ସଂଖ୍ୟା ୧୯୩୧ ଓ ବୁଥ୍ ସଂଖ୍ୟା ହେଉଛି ୪୫୮୪ା ଏହାର ଜିଲ୍ଲାଓ୍ୱାରୀ ବୁଥ୍ ଓ ଓ୍ୱାର୍ଡ ସଂଖ୍ୟା ହେଉଛି: ଅନୁଗୋଳ ଜିଲ୍ଲାର ଅନୁଗୋଳ ମୁନିସିପାଲିଟିରେ ୨୩ଟି ଓ୍ୱାର୍ଡ ଓ ୪୦ଟି ବୁଥ୍, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ଓ୍ୱାର୍ଡ ଓ ୧୨ଟି ବୁଥ୍, ତାଳଚେର ମୁନିସିପାଲିଟିର ୨୧ଟି ଓ୍ୱାର୍ଡ ଓ ୩୨ଟି ବୁଥ୍ ରହିଛିା ବଲାଙ୍ଗୀର ଜିଲ୍ଲାର ପାଟଣଶଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ଟି ଓ୍ୱାର୍ଡ ଓ ୨୨ଟି ବୁଥ୍, କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ଟି ଓ୍ୱାର୍ଡ ଓ ୨୫ଟି ବୁଥ୍, ତୁମୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ଓ୍ୱାର୍ଡ ଓ ୧୧ଟି ବୁଥ୍, ବଲାଙ୍ଗୀର ମୁନିସିପାଲିଟିର ୨୧ଟି ଓ୍ୱାର୍ଡ ଓ ୮୪ଟି ବୁଥ୍, ଟିଟିଲାଗଡ଼ ମୁନିସିପାଲିଟିର ୧୫ଟି ଓ୍ୱାର୍ଡ ଓ ୨୮ଟି ବୁଥ୍ ରହିଛିା ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର ମୁନିସିପାଲିଟିର ୩୧ଟି ଓ୍ୱାର୍ଡ ଓ ୯୮ଟି ବୁଥ୍, ଜଳେଶ୍ୱର ମୁନିସିପାଲିଟିର ୧୭ଟି ଓ୍ୱାର୍ଡ ଓ ୨୪ଟି ବୁଥ୍, ସୋର ମୁନିସିପାଲିଟିର ୧୯ଟି ଓ୍ୱାର୍ଡ ଓ ୩୮ଟି ବୁଥ୍, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ଓ୍ୱାର୍ଡ ଓ ୧୫ଟି ବୁଥ୍, ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ଓ୍ୱାର୍ଡ ଓ ୩୬ଟି ବୁଥ୍ ରହିଛିା
ବରଗଡ଼ ଜିଲ୍ଲାର ବରଗଡ଼ ମୁନିସିପାଲିଟିର ୧୯ଟି ଓ୍ୱାର୍ଡ ଓ ୭୪ଟି ବୁଥ୍, ବରପାଲ୍ଲୀ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ଓ୍ୱାର୍ଡ ଓ ୧୯ଟି ବୁଥ୍, ପଦ୍ମପୁର ଏନ୍.ଏ.ସିର ୧୧ଟି ଓ୍ୱାର୍ଡ ଓ ୧୭ଟି ବୁଥ୍, ବିଜେପୁର ଏନ୍.ଏ.ସିର ୧୧ଟି ଓ୍ୱାର୍ଡ ଓ ୧୧ଟି ବୁଥ୍ ରହିଛିା ସେହିପରି ଭଦ୍ରକ ଜିଲ୍ଲାର ବାସୁଦେବପୁର ମୁନିସିପାଲିଟିର ୨୩ଟି ଓ୍ୱାର୍ଡ ଓ ୩୬ଟି ବୁଥ୍, ଭଦ୍ରକ ମୁନିସିପାଲିଟିର ୩୦ଟି ଓ୍ୱାର୍ଡ ଓ ୮୩ଟି ବୁଥ୍, ଚାନ୍ଦବାଲି ଏନ୍.ଏ.ସିର ୧୫ଟି ଓ୍ୱାର୍ଡ ଓ ୨୫ଟି ବୁଥ୍, ଧାମନଗର ଏନ୍.ଏ.ସିର ୧୧ଟି ଓ୍ୱାର୍ଡ ଓ୨୦ଟି ବୁଥ୍ ରହିଛିା ବୌଦ୍ଧ ଜିଲ୍ଲାର ବୌଦ୍ଧ ଏନ୍.ଏ.ସିର ୧୭ଟି ଓ୍ୱାର୍ଡ ଓ ୧୭ଟି ବୁଥ୍ ରହିଛିା କଟକ ଜିଲ୍ଲାର ଆଠଗଡ଼ ଏନ୍.ଏ.ସିର ୧୮ଟି ଓ୍ୱାର୍ଡ ଓ ୧୮ଟି ବୁଥ୍, ବାଙ୍କି ଏନ୍.ଏ.ସିରର ୧୭ଟି ଓ୍ୱାର୍ଡ ଓ ୧୮ଟି ବୁଥ୍, ଚୌଦ୍ୱାର ମୁନିସିପାଲିଟିର ୧୯ଟି ଓ୍ୱାର୍ଡ ଓ ୩୮ଟି ବୁଥ୍ ରହିଛିା ସେହିପରି ଦେବଗଡ଼ ଜିଲ୍ଲାର ଦେବଗଡ଼ ମୁନିସିପାଲିଟିର ୧୧ଟି ଓ୍ୱାର୍ଡ ଓ ୨୧ଟି ବୁଥ୍ ରହିଛିା ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ମୁନିସିପାଲିଟିର ୨୩ଟି ଓ୍ୱାର୍ଡ ଓ ୫୨ଟି ବୁଥ୍, ଭୂବନ ଏନ୍.ଏ.ସିର ୧୫ଟି ଓ୍ୱାର୍ଡ ଓ ୧୮ଟି ବୁଥ୍, କାମାକ୍ଷାନଗର ଏନ୍.ଏ.ସିର ୧୫ଟି ଓ୍ୱାର୍ଡ ଓ ୧୬ଟି ବୁଥ୍ ରହିଛିା ସେହିପରି ଗଜପତି ଜିଲ୍ଲାର କାଶିନଗର ଏନ୍.ଏ.ସିର ୧୩ଟି ଓ୍ୱାର୍ଡ ଓ ୧୩ଟି ବୁଥ୍, ପାରଳାଖେମୁଣ୍ଡି ମୁନିସିପାଲିଟିର ୧୬ଟି ଓ୍ୱାର୍ଡ, ୩୮ଟି ବୁଥ୍ ରହିଛିା ଗଞ୍ଜାମ ଜିଲ୍ଲାର ଆସ୍କା ଏନ୍.ଏ.ସିର ୧୮ଟି ଓ୍ୱାର୍ଡ, ୨୧ଟି ବୁଥ୍, ବେଲଗୁଣ୍ଠା ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୪ଟି ବୁଥ୍, ଭଞ୍ଜନଗର ଏନ୍.ଏ.ସିର ୧୫ଟି ଓ୍ୱାର୍ଡ, ୨୧ଟି ବୁଥ୍, ବୁଗୁଡ଼ା ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୭ଟି ବୁଥ୍, ଛତ୍ରପୁର ଏନ୍.ଏ.ସିର ୧୪ଟି ଓ୍ୱାର୍ଡ, ୨୨ଟି ବୁଥ୍, ଚିକିଟି ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୩ଟି ବୁଥ୍, ଦିଗପହଣ୍ଡି ଏନ୍.ଏ.ସିର ୧୧ଟି ଓ୍ୱାର୍ଡ, ୧୪ଟି ବୁଥ୍, ଗଞ୍ଜାମ ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୨ଟି ବୁଥ୍, ଗୋପାଳପୁର ଏନ୍.ଏ.ସିର ୧୧ଟି ଓ୍ୱାର୍ଡ, ୧୧ଟି ବୁଥ୍, ହିଞ୍ଜିଳିକାଟ ମୁନିସିପାଲିଟିର ୨୧ଟି ଓ୍ୱାର୍ଡ, ୨୩ଟି ବୁଥ୍, କବିସୂର୍ଯ୍ୟନଗର ଏନ୍.ଏ.ସିର ୧୮ଟି ଓ୍ୱାର୍ଡ, ୧୯ଟି ବୁଥ୍, ଖଲିକୋଟ ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୩ଟି ବୁଥ୍, କୋଦଳା ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୫ଟି ବୁଥ୍, ପୋଲସରା ଏନ୍.ଏ.ସିର ୧୯ଟି ଓ୍ୱାର୍ଡ, ୨୧ଟି ବୁଥ୍, ପୁରୁଷୋତ୍ତମପୁର ଏନ୍.ଏ.ସିର ୧୪ଟି ଓ୍ୱାର୍ଡ, ୧୫ଟି ବୁଥ୍, ରମ୍ଭା ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୩ଟି ବୁଥ୍ ଓ ସରଡ଼ା ଏନ୍.ଏ.ସିର ୧୧ଟି ଓ୍ୱାର୍ଡ, ୧୩ଟି ବୁଥ୍ ରହିଛିା
ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ମୁନିସିପାଲିଟିର ୨୧ଟି ଓ୍ୱାର୍ଡ, ୩୩ଟି ବୁଥ୍, ପାରାଦୀପ ମୁନିସିପାଲିଟିର ୧୯ଟି ଓ୍ୱାର୍ଡ, ୪୬ଟି ବୁଥ୍ ରହିଛିା ସେହିପରି ଯାଜପୁର ଜିଲ୍ଲାର ବ୍ୟାସନଗର ମୁନିସିପାଲିଟିର ୨୬ଟି ଓ୍ୱାର୍ଡ, ୪୪ଟି ବୁଥ୍, ଯାଜପୁର ମୁନିସିପାଲିଟିର ୧୮ଟି ଓ୍ୱାର୍ଡ, ୩୬ଟି ବୁଥ୍ ରହିଛିା
ଝାର ସୁଗୁଡ଼ା ଜିଲ୍ଲାର ବ୍ରଜରାଜନ ଗର ମୁନିସିପାଲ ଟିିର ୨୩ଟି ଓ୍ୱାର୍ଡ, ୬୮ଟି ବୁଥ୍, ଝାରସୁଗୁଡ଼ା ମୁନିସିପାଲିଟିର ୨୪ଟି ଓ୍ୱାର୍ଡ, ୮୪ଟି ବୁଥ୍, ବେଲପାହାଡ଼ ମୁନିସିପାଲିଟିର ୧୯ଟି ଓ୍ୱାର୍ଡ, ୩୫ଟି ବୁଥ୍ ରହିଛିା ସେହିପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମୁନିସିପାଲିଟିର ୨୦ଟି ଓ୍ୱାର୍ଡ, ୫୮ଟି ବୁଥ୍, ଧର୍ମଗଡ଼ ଏନ୍.ଏ.ସିର ୧୪ଟି ଓ୍ୱାର୍ଡ, ୧୪ଟି ବୁଥ୍, କେସିଙ୍ଗା ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୭ଟି ବୁଥ୍, ଜୁନାଗଡ଼ ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୮ଟି ବୁଥ୍ ରହିଛିା କନ୍ଧମାଳ ଜିଲ୍ଲାରେ ଜି. ଉଦୟଗିରି ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୩ଟି ବୁଥ୍, ବାଲିଗୁଡ଼ା ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୭ଟି ବୁଥ୍, ଫୁଲବାଣୀ ମୁନିସିପାଲିଟିର ୧୩ଟି ଓ୍ୱାର୍ଡ, ୨୭ଟି ବୁଥ୍ ରହିଛିା ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ମୁନିସିପାଲିଟିର ୨୦ଟି ଓ୍ୱାର୍ଡ, ୩୪ଟି ବୁଥ୍, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ମୁନିସିପାଲିଟିର ୨୧ଟି ଓ୍ୱାର୍ଡ ଓ ୪୧ଟି ବୁଥ୍ ରହିଛିା କେଉଁଝର ଜିଲ୍ଲାର ଆନନ୍ଦପୁର ମୁନିସିପାଲିଟିର ୧୬ଟି ଓ୍ୱାର୍ଡ, ୩୩ଟି ବୁଥ୍, ବଡ଼ବିଲ୍ ମୁନିସିପାଲିଟିର ୧୫ଟି ଓ୍ୱାର୍ଡ, ୫୭ଟି ବୁଥ୍, ଯୋଡ଼ା ମୁନିସିପାଲିଟିର ୧୪ଟି ଓ୍ୱାର୍ଡ, ୩୨ଟି ବୁଥ୍, ଚମ୍ପୁଆ ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୬ଟି ବୁଥ୍ ଓ କେଉଁଝର ମୁନିସିପାଲିଟିରେ ୨୧ଟି ଓ୍ୱାର୍ଡ ଏବଂ ୫୦ଟି ବୁଥ୍ ରହିଛିା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମୁନିସିପାଲିଟିର ୨୩ଟି ଓ୍ୱାର୍ଡ, ୫୪ଟି ବୁଥ୍, ବାଲୁଗାଁ ଏନ୍.ଏ.ସିର ୧୧ଟି ଓ୍ୱାର୍ଡ, ୧୬ଟି ବୁଥ୍, ବାଣପୁର ଏନ୍.ଏ.ସିର ୧୫ଟି ଓ୍ୱାର୍ଡ, ୧୭ଟି ବୁଥ୍ ରହିଛିା କୋରାପୁଟ ଜିଲ୍ଲାର କୋଟପାଡ଼ ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୭ଟି ବୁଥ୍, ସୁନାବେଡ଼ା ମୁନିସିପାଲିଟିର ୨୫ଟି ଓ୍ୱାର୍ଡ, ୪୫ଟି ବୁଥ୍, ଜୟପୁର ମୁନିସିପାଲିଟିର ୨୧ଟି ଓ୍ୱାର୍ଡ, ୩୮ଟି ବୁଥ୍ ରହିଛିା ମାଲକାନଗିରି ଜିଲ୍ଲାର ମାଲକାନଗିରି ମୁନିସିପାଲିଟିର ୧୯ଟି ଓ୍ୱାର୍ଡ, ୩୦ଟି ବୁଥ୍ ଓ ବାଲିମେଳା ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୨ଟି ବୁଥ୍ ରହିଛିା
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମୁନିସିପାଲିଟିର ୧୫ଟି ଓ୍ୱାର୍ଡ, ୨୨ଟି ବୁଥ୍, ଉଦଳା ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୨ଟି ବୁଥ୍, ବାରିପଦା ମୁନିସିପାଲିଟିର ୨୮ଟି ଓ୍ୱାର୍ଡ, ୮୨ଟି ବୁଥ୍ ଓ କରଞ୍ଜଅିା ଏନ୍.ଏ.ସିର ୧୫ଟି ଓ୍ୱାର୍ଡ, ୨୦ଟି ବୁଥ୍ ରହିଛିା ସେହିପରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୩ଟି ବୁଥ୍, ନୟାଗଡ଼ ମୁନିସିପାଲିଟିର ୧୬ଟି ଓ୍ୱାର୍ଡ, ୨୫ଟି ବୁଥ୍, ରଣପୁର ଏନ୍.ଏ.ସିର ୧୫ଟି ଓ୍ୱାର୍ଡ, ୧୬ଟି ବୁଥ୍ ଓ ଦଶପଲ୍ଲା ଏନ୍.ଏ.ସିର ୧୬ଟି ଓ୍ୱାର୍ଡ ଏବଂ ୧୬ଟି ବୁଥ୍ ରହିଛିା ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମୁନିସିପାଲିଟିର ୧୭ଟି ଓ୍ୱାର୍ଡ, ୨୯ଟି ବୁଥ୍ ଓ ଉମରକୋଟ ମୁନିସିପାଲିଟିର ୧୪ଟି ଓ୍ୱାର୍ଡ ଓ ୨୭ଟି ବୁଥ୍ ରହିଛିା ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଏନ୍.ଏ.ସିର ୧୪ଟି ଓ୍ୱାର୍ଡ, ୧୪ଟି ବୁଥ୍, ଖରିଆର ରୋଡ଼୍ ଏନ୍.ଏ.ସିର ୧୯ଟି ଓ୍ୱାର୍ଡ, ୧୯ଟି ବୁଥ୍ ଓ ଖରିଆର ଏନ୍.ଏ.ସିର ୧୩ଟି ଓ୍ୱାର୍ଡ ୧୪ଟି ବୁଥ୍ ରହିଛିା ପୁରୀ ଜିଲ୍ଲାର କୋଣାର୍କ ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୫ଟି ବୁଥ୍ ଏବଂ ପୁରୀ ମୁନିସିପାଲିଟିର ୩୨ଟି ଓ୍ୱାର୍ଡ, ୧୩୫ଟି ବୁଥ୍ ରହିଛିା
ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଏନ୍.ଏ.ସିର ୧୧ଟି ଓ୍ୱାର୍ଡ, ୧୧ଟି ବୁଥ୍, ରାୟଗଡ଼ା ମୁନିସିପାଲିଟିର ୨୪ଟି ଓ୍ୱାର୍ଡ ଓ ୫୯ଟି ବୁଥ୍ ରହିଛିା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏନ୍.ଏ.ସିର ୧୧ଟି ଓ୍ୱାର୍ଡ, ୧୩ଟି ବୁଥ୍ ଓ ରେଢ଼ାଖୋଲ ଏନ୍.ଏ.ସିର ୧୩ଟି ଓ୍ୱାର୍ଡ, ୧୭ଟି ବୁଥ୍ ରହିଛିା ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମୁନିସିପାଲିଟିର ୧୫ଟି ଓ୍ୱାର୍ଡ, ୨୧ଟି ବୁଥ୍, ତରଭା ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୨ଟି ବୁଥ୍ ଓ ବିନିକା ଏନ୍.ଏ.ସିର ୧୨ଟି ଓ୍ୱାର୍ଡ, ୧୫ଟି ବୁଥ୍ ରହିଛିା ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ମୁନିସିପାଲିଟିର ୧୧ଟି ଓ୍ୱାର୍ଡ, ୨୮ଟି ବୁଥ୍, ରାଜଗାଙ୍ଗପୁର ମୁନିସିପାଲିଟିର ୨୦ଟି ଓ୍ୱାର୍ଡ, ୪୯ଟି ବୁଥ୍ ଓ ସୁନ୍ଦରଗଡ଼ ମୁନିସିପାଲିଟିର ୧୯ଟି ଓ୍ୱାର୍ଡ, ୩୮ଟି ବୁଥ୍ ରହିଛିା ୧୦୭ଟି ପୌରସଂସ୍ଥାରେ ମୋଟରେ ୧୭୬୩ଟି ଓ୍ୱାର୍ଡ, ୩୧୭୭ଟି ବୁଥ୍ ରହିଛିା
ସେହପରି ତିନିଗୋଟି ମହାନଗର ନିଗମର ସମୁଦାୟ ୧୬୮ଟି ଓ୍ୱାର୍ଡ ଓ ୧୪୦୭ଟି ବୁଥ୍ ଅଛିା କଟକ ମହାନଗର ନିଗମର ୫୯ଟି ଓ୍ୱାର୍ଡ, ୪୫୨ଟି ବୁଥ୍, ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ୱାର୍ଡ, ୨୫୦ଟି ବୁଥ୍ ଓ ଭୁବନେଶ୍ୱର ମହାନ ଗର ନିଗମର ୬୭ଟି ଓ୍ୱାର୍ଡ, ୭୦୫ଟି ବୁଥରେ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତିା
ରାଜ୍ୟ
ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ବୁଥ୍ ତାଲିକା
- Hits: 1156