କଟକ : ଇନ୍ସପେକ୍ଟର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୬୦ ଇନ୍ସପେକ୍ଟରଙ୍କ ବଦଳି ନେଇ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ସବଇନ୍ସପେକ୍ଟର ସ୍ତରରେ ମଧ୍ୟ ୨୦ ଜଣଙ୍କୁ ବଦଳି କରାଯାଇଛି |
ଅଳକାରାଣୀ ପଣ୍ଡା - ଭିଜିଲାନ୍ସ
ଅନୀଲ କୁମାର ପ୍ରଧାନ - କେନ୍ଦୁଝର
ଅନୁସୂୟା ନାୟକ - କଟକ
ଆରତୀ ଗିରି - ସିଆଇଡ଼ି, କଟକ
ଅଶୋକ କୁମାର ଗିରି - ଏସଟିଏଫ, କଟକ
ବଳରାମ ନାୟକ - ପୁଲିସ କମିଶନରେଟ
ବିଜୟ କୁମାର ମହାପାତ୍ର - କେନ୍ଦୁଝର
ବିଜୟ କୁମାର ମଲ୍ଲିକ - କେନ୍ଦ୍ରାପଡ଼ା
ବିଜୟ କୁମାର ଓରାମ - ଭିଜିଲାନ୍ସ
ବିନୟ ପ୍ରକାଶ ମିଞ୍ଜ - ଏସଆରପି, ରାଉରକେଲା
ବିନୋଦ ଲାକ୍ରା - କଳାହାଣ୍ଡି
ବିପିନ ବିହାରୀ ମେହେର - ବଲାଙ୍ଗୀର
ବୀରେନ୍ଦ୍ର କୁମାର ସେନାପତି - ମୟୂରଭଞ୍ଜ
ବିଶ୍ୱରଞ୍ଜନ ସାହୁ - ପୁଲିସ କମିଶନରେଟ
ଚିତ ରଂଜନ ନାୟକ - ସୁନ୍ଦରଗଡ଼
ଡାନିଏଲ କାରକେଟା - ଝାରସୁଗୁଡ଼ା
ଦେବଯାନୀ ନାଏକ - କେନ୍ଦୁଝର
ଧର୍ମେନ୍ଦ୍ର କୁମାର ଶାନ୍ତି - ବଲାଙ୍ଗୀର
ଏଫରାମ କିରୋ - ନୂଆପଡ଼ା
ଗୀତିରଂଜନ ମହାପାତ୍ର - ଏସଟିଏଫ, ସିବି
ହୃଷିକେଷ ନାୟକ - ଜିଆରପି, ରାଉରକେଲା
ଜଗନ୍ନାଥ ମଲ୍ଲିକ - ନୟାଗଡ଼
ଯୁଗଳ କିଶୋର ମଲ୍ଲିକ - ଏସଟିଏଫ, ସିବି
କୃଷ୍ଣଚନ୍ଦ୍ର ସେଠୀ - ଗଂଜାମ
ଲୀଳାବତୀ ମହନ୍ତ - ଭିଜିଲାନ୍ସ
ଲିଲି ସାମନ୍ତରାୟ - ଭିଜିଲାନ୍ସ
ମାଧବାନନ୍ଦ ନାୟକ - ବ୍ରହ୍ମପୁର
ମହେନ୍ଦ୍ର ଦେହୁରୀ - ଢେଙ୍କାନାଳ
ମନୋଜ କୁମାର ରାଉତ - କେନ୍ଦୁଝର
ନଳିତା ମୋଦି - ଝାରସୁଗୁଡ଼ା
ନମିତା ନାୟକ - ଢେଙ୍କାନାଳ
ନରେନ୍ଦ୍ର କୁମାର ଷଡ଼ଙ୍ଗୀ - ସୋନପୁର
ପଦ୍ମ ମୁଥୁ - ରାୟଗଡ଼ା
ପ୍ରଦୀପ କୁମାର କାରକେଟା - ଦେବଗଡ଼
ପ୍ରଦୀପ କୁମାର ପଟ୍ଟନାୟକ - ବ୍ରହ୍ମପୁର
ପ୍ରଜ୍ଞା ପାରମିତା ଜେନା - ଏସଟିଏଫ
ପ୍ରକାଶ କୁମାର କର୍ଣ୍ଣ - ଭିଜିଲାନ୍ସ
ପ୍ରଭାସ ଚନ୍ଦ୍ର ସାହୁ - କଟକ
ପ୍ରଭାତ ରଂଜନ ମହାନ୍ତି - ବଲାଙ୍ଗୀର
ପ୍ରିୟସ ରଂଜନ ଛୋଟରାୟ - ଗଞ୍ଜାମ
ରବୀନ୍ଦ୍ର କୁମାର ପାତ୍ର - ରାଉରକେଲା
ରୋଜାଲିନ ପଟେଲ - ବରଗଡ଼
ସଚ୍ଚିଦାନନ୍ଦ ରଥ - ଏସଟିଏଫ
ସମୀର କୁମାର ରାଉତ - କନ୍ଧମାଳ
ସମୀର କୁମାର ପଣ୍ଡା - କଟକ
ସଂଧ୍ୟାରାଣୀ ବେହୁରିଆ - ଢେଙ୍କାନାଳ
ସଂଗ୍ରାମ କେଶରୀ ପଟ୍ଟନାୟକ - ବଲାଙ୍ଗୀର
ସରୋଜ କୁମାର କିସପୋଟ୍ଟା - ଓଏସଏପି, ଝାରସୁଗୁଡ଼ା
ସରୋଜିନୀ ସିଂହ - ଭଦ୍ରକ
ସତ୍ୟ କୁମାର ନନ୍ଦ - କଳାହାଣ୍ଡି
ଶୁଭଶ୍ରୀ ପଣ୍ଡା - ପୋଲିସ କମିଶନରେଟ
ସୁବ୍ରତ କୁମାର ବେହେରା - ବାଲେଶ୍ୱର
ସୁଦର୍ଶନ ପଣ୍ଡା - ଭିଜିଲାନ୍ସ
ସୁଦୀପ୍ତ କୁମାର ସାହୁ - ଗଞ୍ଜାମ
ସୁମିତ କୁମାର ସୋରେନ - କନ୍ଧମାଳ
ତପନ କୁମାର ଦାସ - ନୂଆପଡ଼ା
ତପନ କୁମାର ପତି - ଗଞ୍ଜାମ
ତୁଷାରକାନ୍ତ ମହାପାତ୍ର - ଭିଜିଲାନ୍ସ
ଭାଲେଂଟିନା ରାୟ - ଭିଜିଲାନ୍ସ
ରାଇସେନ ମୁର୍ମୁ - ରାଉରକେଲା