ହେଡଲାଇନସ୍:

ବଦଳିଲେ  ୬୦ ଇନ୍ସପେକ୍ଟର ଓ ୨୦  ସବଇନ୍ସପେକ୍ଟର ବଦଳିଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 କଟକ  : ଇନ୍ସପେକ୍ଟର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି  । ୬୦ ଇନ୍ସପେକ୍ଟରଙ୍କ ବଦଳି ନେଇ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ସେହିପରି ସବଇନ୍ସପେକ୍ଟର ସ୍ତରରେ ମଧ୍ୟ ୨୦ ଜଣଙ୍କୁ ବଦଳି କରାଯାଇଛି  |

ଅଳକାରାଣୀ ପଣ୍ଡା  -  ଭିଜିଲାନ୍ସ

ଅନୀଲ କୁମାର ପ୍ରଧାନ - କେନ୍ଦୁଝର

ଅନୁସୂୟା ନାୟକ - କଟକ

ଆରତୀ ଗିରି - ସିଆଇଡ଼ି, କଟକ

ଅଶୋକ କୁମାର ଗିରି - ଏସଟିଏଫ, କଟକ

ବଳରାମ ନାୟକ - ପୁଲିସ କମିଶନରେଟ

ବିଜୟ କୁମାର ମହାପାତ୍ର - କେନ୍ଦୁଝର

ବିଜୟ କୁମାର ମଲ୍ଲିକ - କେନ୍ଦ୍ରାପଡ଼ା

ବିଜୟ କୁମାର ଓରାମ - ଭିଜିଲାନ୍ସ

ବିନୟ ପ୍ରକାଶ ମିଞ୍ଜ - ଏସଆରପି, ରାଉରକେଲା

ବିନୋଦ ଲାକ୍ରା - କଳାହାଣ୍ଡି

ବିପିନ ବିହାରୀ ମେହେର - ବଲାଙ୍ଗୀର

ବୀରେନ୍ଦ୍ର କୁମାର ସେନାପତି - ମୟୂରଭଞ୍ଜ

ବିଶ୍ୱରଞ୍ଜନ ସାହୁ - ପୁଲିସ କମିଶନରେଟ

ଚିତ ରଂଜନ ନାୟକ - ସୁନ୍ଦରଗଡ଼

ଡାନିଏଲ କାରକେଟା - ଝାରସୁଗୁଡ଼ା

ଦେବଯାନୀ ନାଏକ - କେନ୍ଦୁଝର

ଧର୍ମେନ୍ଦ୍ର କୁମାର ଶାନ୍ତି - ବଲାଙ୍ଗୀର

ଏଫରାମ କିରୋ - ନୂଆପଡ଼ା

ଗୀତିରଂଜନ ମହାପାତ୍ର - ଏସଟିଏଫ, ସିବି

ହୃଷିକେଷ ନାୟକ - ଜିଆରପି, ରାଉରକେଲା

ଜଗନ୍ନାଥ ମଲ୍ଲିକ - ନୟାଗଡ଼

ଯୁଗଳ କିଶୋର ମଲ୍ଲିକ - ଏସଟିଏଫ, ସିବି

କୃଷ୍ଣଚନ୍ଦ୍ର ସେଠୀ - ଗଂଜାମ

ଲୀଳାବତୀ ମହନ୍ତ - ଭିଜିଲାନ୍ସ

ଲିଲି ସାମନ୍ତରାୟ - ଭିଜିଲାନ୍ସ

ମାଧବାନନ୍ଦ ନାୟକ - ବ୍ରହ୍ମପୁର

ମହେନ୍ଦ୍ର ଦେହୁରୀ - ଢେଙ୍କାନାଳ

ମନୋଜ କୁମାର ରାଉତ - କେନ୍ଦୁଝର

ନଳିତା ମୋଦି - ଝାରସୁଗୁଡ଼ା

ନମିତା ନାୟକ - ଢେଙ୍କାନାଳ

ନରେନ୍ଦ୍ର କୁମାର ଷଡ଼ଙ୍ଗୀ - ସୋନପୁର

ପଦ୍ମ ମୁଥୁ - ରାୟଗଡ଼ା

ପ୍ରଦୀପ କୁମାର କାରକେଟା - ଦେବଗଡ଼

ପ୍ରଦୀପ କୁମାର ପଟ୍ଟନାୟକ - ବ୍ରହ୍ମପୁର

ପ୍ରଜ୍ଞା ପାରମିତା ଜେନା - ଏସଟିଏଫ

ପ୍ରକାଶ କୁମାର କର୍ଣ୍ଣ - ଭିଜିଲାନ୍ସ

ପ୍ରଭାସ ଚନ୍ଦ୍ର ସାହୁ - କଟକ

ପ୍ରଭାତ ରଂଜନ ମହାନ୍ତି - ବଲାଙ୍ଗୀର

ପ୍ରିୟସ ରଂଜନ ଛୋଟରାୟ - ଗଞ୍ଜାମ

ରବୀନ୍ଦ୍ର କୁମାର ପାତ୍ର - ରାଉରକେଲା

ରୋଜାଲିନ ପଟେଲ - ବରଗଡ଼

ସଚ୍ଚିଦାନନ୍ଦ ରଥ - ଏସଟିଏଫ

ସମୀର କୁମାର ରାଉତ - କନ୍ଧମାଳ

ସମୀର କୁମାର ପଣ୍ଡା - କଟକ

ସଂଧ୍ୟାରାଣୀ ବେହୁରିଆ - ଢେଙ୍କାନାଳ

ସଂଗ୍ରାମ କେଶରୀ ପଟ୍ଟନାୟକ - ବଲାଙ୍ଗୀର

ସରୋଜ କୁମାର କିସପୋଟ୍ଟା - ଓଏସଏପି, ଝାରସୁଗୁଡ଼ା

ସରୋଜିନୀ ସିଂହ - ଭଦ୍ରକ

ସତ୍ୟ କୁମାର ନନ୍ଦ - କଳାହାଣ୍ଡି

ଶୁଭଶ୍ରୀ ପଣ୍ଡା - ପୋଲିସ କମିଶନରେଟ

ସୁବ୍ରତ କୁମାର ବେହେରା - ବାଲେଶ୍ୱର

ସୁଦର୍ଶନ ପଣ୍ଡା - ଭିଜିଲାନ୍ସ

ସୁଦୀପ୍ତ କୁମାର ସାହୁ - ଗଞ୍ଜାମ

ସୁମିତ କୁମାର ସୋରେନ - କନ୍ଧମାଳ

ତପନ କୁମାର ଦାସ - ନୂଆପଡ଼ା

ତପନ କୁମାର ପତି - ଗଞ୍ଜାମ

ତୁଷାରକାନ୍ତ ମହାପାତ୍ର - ଭିଜିଲାନ୍ସ

ଭାଲେଂଟିନା ରାୟ - ଭିଜିଲାନ୍ସ

ରାଇସେନ ମୁର୍ମୁ - ରାଉରକେଲା

0
0
0
s2sdefault