ହେଡଲାଇନସ୍:

ପ୍ରଧାନ ଶିକ୍ଷୟତ୍ରୀ ଓ  ୱାର୍ଡନଙ୍କ ବିରୋଧ ରେ ଗୁରୁତର ଅଭିଯୋଗ : ସ୍କୁଲ ରେ ତାଲା ପଡିଲା। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 à¬ªà­à¬°à¬§à¬¾à¬¨ ଶିକ୍ଷୟତ୍ରୀ ଓ  ୱାର୍ଡନଙ୍କ ବିରୋଧ ରେ ଗୁରୁତର ଅଭିଯୋଗ : ସ୍କୁଲ ରେ ତାଲା ପଡିଲା। 

 ପାଇକମାଲ/Gouranga charan Dash  :-ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକ ର କୋଟଣା ଗ୍ରାମରେ ରହିଛି ଏକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଆବାସିକ) । ଦୀର୍ଘ ଦିନ ଧରି ଏହି ବିଦ୍ୟାଳୟର ୱାର୍ଡନ  ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କର ବିରୋଧ ରେ ମନମୁଖୀ କାର୍ଯ୍ୟ କଳାପ ଓ ବିପୁଳ ଅର୍ଥ ତୋଷରପାତର ଅଭିଯୋଗ ହେଇ ଅସୁଛି । ଏ ବାବଦରେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯାଇ ଥିଲେ ଭି କୋଣସି ପ୍ରକାର କାର୍ଯନୁଷ୍ଠାନ ନହେବାରୁ ଆଜି ଶୁକ୍ରବାର ସ୍କୁଲ ପରିଚାଳନା କମିଟିର ସଭ୍ୟ , ଅଭିଭାବକ, ଓ ଗ୍ରାମବାସୀ ମାନେ ଏକତ୍ରିତ ହେଇ ସ୍କୁଲ ରେ ତାଲା ପକାଇଛନ୍ତି |

0
0
0
s2sdefault