ହେଡଲାଇନସ୍:

ପୋଲ ଭୁଶୁଡିଲା : କନ୍ଧମାଳ ଜିଲ୍ଲା ବସ୍ତିଙ୍ଗିଆ ନୂଆସାହି ଠାରେ ଏକ ପୋଲ ଭୁଶୁଡି ପଡିଥିବା ଜଣାପଡିଛି | ଏହାଫଳରେ ଟିକାବାଲି-ଚକାପାଦୁ ମଧ୍ୟରେ ଯୋଗାଯୋଗ ବିଛିନ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

20-07-18--kandhaml1.jpg - 111.79 kB

G Udayagiri /ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ବସ୍ତିଙ୍ଗିଆ ନୂଆସାହି ଠାରେ ଏକ ଅସ୍ଥାୟୀ ପୋଲ ଭୁଶୁଡି  ପଡିଥିବା ଜଣାପଡିଛି | ଏହାଫଳରେ  ଟିକାବାଲି-ଚକାପାଦୁ ମଧ୍ୟରେ ଯୋଗାଯୋଗ ବିଛିନ୍ନ  ଟୀକାଵାଲିରୁ  ପୋସରା ପୂର୍ତ୍ତ ବିଭାଗର ୧୪ କିମି ରାସ୍ତା କାମ ଆରକେଡି ଠିକାଦାର କରୁଛି | ଏହି ରାସ୍ତା ଉପରେ ଏକ ଅସ୍ଥାୟୀ ପୋଲ ଯାତାୟାତ ପାଇଁ ନିର୍ମାଣ କରାଯାଇଥିଲା |ଲଗାଣ  ବର୍ଷା କାରଣରୁ ଆଜି ସକାଳ ୭ଟା ବେଳେ ଅସ୍ଥାୟୀ ପୋଲଟି  ଭୁଶୁଡି ଯାଇଥିଲା | ସୂଚନାଯୋଗ୍ୟ ଯେ ଲଗାମ ବର୍ଷା ଯୋଗୁ ଟିକାବାଲିରେ ଜଣ ଜୀବନ ବ୍ୟାହତ ହୋଇଛି | ଏପରିକି ଆଜି ଟିକାବାଲି ସାପ୍ତାହିକ ହାଟ ଥିଲେ ବି ତାହା ଏତେ ଗହଳ ଚହଳ ହୋଇନାହିଁ | 

0
0
0
s2sdefault