ହେଡଲାଇନସ୍:

breaking : ବିଜେପି ଶାସିତ ନଅ ରାଜ୍ୟ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅତିରିକ୍ତ ହ୍ରାସ ଘୋଷଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ଯଥାକ୍ରମେ ୫ଟଙ୍କା ଏବଂ ୧୦ ତାଙ୍କ ହ୍ରାସ କରିବା ପରେ ବିଜେପି ଶାସିତ ନଅ ରାଜ୍ୟ - ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତରପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅତିରିକ୍ତ ହ୍ରାସ ଘୋଷଣା କରିଛନ୍ତି | ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଏବଂ ଗୋଆ କେନ୍ଦ୍ରର ରିଲିଫ୍ ବ୍ୟତୀତ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା 7 ଟଙ୍କା ହ୍ରାସ ଘୋଷଣା କରିଥିବା ଜଣାପଡିଛି । ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବୁଧବାର କହିଛନ୍ତି ଯେ ପେଟ୍ରୋଲ ଉପରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ରାଜ୍ୟରେ ଲିଟର ପିଛା  2 ଟଙ୍କା ହ୍ରାସ କରାଯିବ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ତାଙ୍କ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଭାଟ୍ ହ୍ରାସ କରିବେ।

NB: News in detail follows latter 

0
0
0
s2sdefault