ଖୋର୍ଦ୍ଧା/ରବି ନାରାୟଣ ସାହୁ- ପବିତ୍ର ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ "ୟୋର ହୋପ" ସଂଗଠନ ର ଅଧ୍ୟକ୍ଷ ରୀନା ରାଣୀ ନାୟକଙ୍କ ନେତୃତ୍ୱରେ ମେଡ଼ିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ମେଡିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ର ବରିଷ୍ଠ ଆଇନଜୀବୀ, କଂଗ୍ରେସ ନେତା ଶିଶିର କୁମାର ପରିଡ଼ା ଓ ସାମ୍ବାଦିକ ଯୋଗେଶ ପଣ୍ଡା ଏବଂ ଅନୁଷ୍ଠାନର ମେମ୍ବର ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।
ରାଜ୍ୟ
"ୟୋର ହୋପ" ଦ୍ଵାରା ମେଡିକାଲରେ ଫଳ ବଣ୍ଟନ ଓ ସଫେଇ କାର୍ଯ୍ୟକ୍ରମ।
- Hits: 376