ହେଡଲାଇନସ୍:

 ।। ଵର୍ଷା ପରେ ଭଦ୍ରକ ସହରର ସୁନ୍ଦର ଦୃଶ୍ୟ ।। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-07-18-bhadrak-1.jpg - 110.18 kB

ଭଦ୍ରକ ( ସତ୍ୟଭୂଷଣ ସ୍ଵାମୀ ) , ଭଦ୍ରକ ଚରମ୍ପା ଠାରୁ କଚେରୀ ଵଜାରର ଦୃଶ୍ୟ ।  ବିନା ଯୋଜନାରେ ଚାଲିଛି ରାସ୍ତା କାମ । ଏଠି ଵର୍ଷା ଦିନରେ ରାସ୍ତା କାମ ହୁଏ । ସହରର ଅନେକ ସ୍ଥାନରେ ରାସ୍ତା କୁ ଖୋଲିବା ପରେ ମାଟି ଓ ମୋରମ ପକାଇ କାଦୁଅ ତିଆରି କରାଯାଉଛି। ଭଦ୍ରକର ଛପୁଲିଆ  ବାଇପାସ ଠାରେ ଥିବା ବିଶାଳ ମେଗାମାର୍ଟ ସାମନା ମୁଖ୍ୟ  ରାସ୍ତାର ଅବସ୍ଥା । ପାଣି ଓ କାଦୁଅ ରେ ଅବସ୍ଥା ଖରାପ । ଲୋକେ କାଦୁଅରେ ଫସି ରହୁଛନ୍ତି। କହିଵେ କାହାକୁ ଶୁଣିବ କିଏ । ଏସବୁ ପାଇଁ ଜନ ଚେତନା ଆବଶ୍ୟକ। ପ୍ରଶାସନର ମନମୁଖୀ କାର୍ଯ୍ୟ ଓ ନେତାଙ୍କ ଅଵହେଳା ପାଇଁ ମୃତ୍ୟୁ ମୁଖରେ ପଢୁଛନ୍ତି ସାଧାରଣ ଜନତା । ତଥାପି ଚେତୁ ନାହାଁନ୍ତି,ପ୍ରତିବାଦ କରୁ ନାହାନ୍ତି କି ନେତାଙ୍କୁ ଜଵାଵ ମାଗୁ ନାହାଁନ୍ତି । ଧନ୍ୟ ଆମ ଭଦ୍ରକୀଆଙ୍କୁ ।

0
0
0
s2sdefault