ଯାଜପୁରରୋଡ୍(ବିଶ୍ୱଜିତ ମାଝି) : ବ୍ୟାସନଗରସ୍ଥିତ ଗୋପବନ୍ଧୁ ଛକଠାରେ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶପ୍ରତି ତାଙ୍କର ସେବା ଓ ତ୍ୟାଗକୁ ସ୍ମରଣ କରି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଯୁବକ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର, ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ଶରତ ଚନ୍ଦ୍ର ପୋଥାଳ, ହାରାଧନ ବାନାର୍ଜୀ, ୟୁନାଇଟେଡ୍ ପ୍ରେସକ୍ଲବର ସଭାପତି ଚନ୍ଦ୍ରମଣି ପାତ୍ର, ବିଶ୍ୱଜିତ୍ ମାଝୀ, ହରିହର ଜେନା, ପରେଶ ଦାସ ପ୍ରମୁଖ ଯୋଗଦେଇଥିଲେ ।
ରାଜ୍ୟ
ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ
- Hits: 456