Rourkela/Sushanta Behera : ବଣେଇ ଉପଖଣ୍ଡର ବନେଇକଳା ପଞ୍ଚାୟତର ବଡ଼ଗାଁ ଗ୍ରାମରେ ଥିବା ବଡ଼ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବଣେଇ( ଆଇ ଏସ )ଉପଜିଲ୍ଲାପାଳ ୟେଦୁଲା ବିଜୟ ଅକସ୍ମାତ ଭାବେ ବିଦ୍ୟାଳୟ କୁ ପହଞ୍ଚି ବିଦ୍ୟାଳୟ ପରିସର ବୁଲି ଦେଖିବା ସହିତ ବିଦ୍ୟାଳୟରେ ଥିବା ସମସ୍ୟା ଉପରେ ବୁଝିଥିଲେ ଏବଂ ଛାତ୍ରଛାତ୍ରୀ ଙ୍କ ସହ ମିଶି ତଳେ ମଧ୍ୟାନ୍ହ ଭୋଜନରେ ଭାତ ଡାଲମା ଖାଇଥିଲେ। ଉପ ଜିଲ୍ଲାପାଳ ଜଣେ ଉଚ୍ଚ ସ୍ତରୀୟ ପଦାଧିକାରୀ ହୋଇ ମଧ୍ୟ ତଳେ ଛାତ୍ରଛାତ୍ରୀ ଙ୍କ ସହ ମଧ୍ୟାନ୍ହ ଭୋଜନ କରିବାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଜ୍ୟ
ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାନ୍ହ ଭୋଜନ ଖାଇଲେ ନୂତନ ଉପଜିଲ୍ଲାପାଳ।
- Hits: 596