ହେଡଲାଇନସ୍:

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ବଢିଛି ଅଣସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ | ଅଗଷ୍ଟ ୧୭ ରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିବା ଜାତୀୟ ସରବରାହ ସଂସ୍ଥା ରିପୋର୍ଟ କରିଛି। ଅଗଷ୍ଟ ୧୭ ଠାରୁ, ଅଣସବସିଡ଼ିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀ ଏବଂ ମୁମ୍ବାଇରେ ଟ ୮୫୯.୫୦ ହୋଇଥିବା ବେଳେ କୋଲକାତାରେ ୮୮୬ ଟଙ୍କା ଓ ଚେନ୍ନାଇରେ ଚେନ୍ନାଇ ୮୭୫ .୫୦ ହୋଇଛି | ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଜୁଲାଇ ୧ ରେ ଏଲପିଜି ସିଲିଣ୍ଡର ମୂଲ୍ୟ ଟ ୨୫.୫୦ ବୃଦ୍ଧି କରାଯାଇଥିଲା | ବର୍ତ୍ତମାନ ସରକାର ଏକ ପରିବାରକୁ ପ୍ରତିବର୍ଷ 14.2 କିଲୋଗ୍ରାମର 12 ଟି ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଯୋଗାଉଛନ୍ତି | 12ଟି ରିଫିଲର ବାର୍ଷିକ କୋଟା ଉପରେ ସରକାର ପ୍ରଦାନ କରୁଥିବା ସବସିଡି ପରିମାଣ ମାସରୁ ମାସ ମଧ୍ୟରେ ଭିନ୍ନ ହୋଇଥାଏ |

0
0
0
s2sdefault