ଲୋଇସିଂହା/ଆଗଲପୁର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତର ୮୫ ଏସଏଚଜିର ୮୫୦ରୁ ଉର୍ଦ୍ଧ ମହିଳା ମାନଙ୍କୁ ଆମ୍ବଚାରା ବଣ୍ଟନ କରାଯାଇଛି ଓ ଗଛର ଯତ୍ନପାଇଁ ପ୍ରତି ଗ୍ରୁପକୁ ୨ ହଜାର ଟଙ୍କା ଲେଖାଏଁ ପଂଚାୟତ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିଛି l ସରପଞ୍ଚଙ୍କ ତତ୍ୱାବଧାନରେ ଏସବୁ କାର୍ଯ୍ୟକ୍ରମ ହୋଇଥିଲା l ସରପଞ୍ଚ ସୁଜିତ କୁମାର ସାହୁଙ୍କ ବୃକ୍ଷଚାରା ବଣ୍ଟନ କାର୍ଯ୍ୟକୁ ଅଂଚଳବାସୀ ଖୁସିବ୍ୟକ୍ତ କରିଛନ୍ତି l
ରାଜ୍ୟ
ଆଗଲପୁର : ଏସ୍ ଏଚ୍ ଜି ମହିଳାଙ୍କୁ ଆମ୍ବ ଚାରା ବଣ୍ଟନ
- Hits: 483