ହେଡଲାଇନସ୍:

ଜିଲ୍ଲାର ନୂତନ ଏସ ପି ଭାବରେ ଯୋଗଦେଲେ ରାହୁଲ ଜୈନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ଼ ଜିଲ୍ଲାର ନୂତନ ଏସ ପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ରାହୁଲ ଜୈନ । ଏହାପୂର୍ବରୁ ଶ୍ରୀ ଜୈନ ନୂଆପଡା ଏସପି ଭାବରେ କାର୍ଯ୍ୟ କରିଥିଲେ । ଆଜି ସେ ବିଦାୟୀ ଏସପି ଶ୍ରୀମତୀ ପଦ୍ମିନୀ ସାହୁଙ୍କ ଠାରୁ ଦାୟିତ୍ୱ  ଗ୍ରହଣ କରିଥିଲେ । 

0
0
0
s2sdefault