ହେଡଲାଇନସ୍:

"କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ  ସ୍ୱାସ୍ଥ୍ୟ ବୀମା ଯୋଜନା" ଆବେଦନ ଶେଷ ତାରିଖ ଘୁଂଚିଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର :  "ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ  ସ୍ୱାସ୍ଥ୍ୟ ବୀମା ଯୋଜନା -2016" ଅଧୀନରେ ଆବେଦନ  ଗ୍ରହଣ କରିବାର ଶେଷ ତାରିଖ ୨୬.୦୬.୨୦୧୧  କୁ ବୃଦ୍ଧି କରାଯାଇଛି ସରକାର |  ଏ ବିଷୟରେ ରା଼କ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଏକ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି | 

 

0
0
0
s2sdefault