ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ପୌରାଞ୍ଚଳରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୮ଟି କେନ୍ଦ୍ରରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ କୋଭିଡ୍ ଟୀକାକରଣ କରାଯିବ | ଏ ବିଷୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା |
ରାଜ୍ୟ
ପାରଳାଖେମୁଣ୍ଡି ପୌରାଞ୍ଚଳରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ତିନିଦିନିଆ ଟୀକାକରଣ
- Hits: 394