ହେଡଲାଇନସ୍:

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସଂଘ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ରାଇସଲ ପଦର ପଞ୍ଚାୟତ ଅମଳିପାଲି ଗ୍ରାମର ଉପେନ୍ଦ୍ର ସାହୁ(46) ପାରାଲିସିସ ରୋଗରେ ପୀଡିତ । ପରିବାର କହିଲେ ଆଠ ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ ଓ ତାଙ୍କ ସ୍ତ୍ରୀ । ଟ୍ରାକ୍ଟର ଡ୍ରାଇଭର କାମ କରି ପରିବାର ପୋଷଣ କରୁଥିଲେ ।  ହେଲେ  ଦୁଇ ମାସ ହୋଇଗଲାଣି ଶଯ୍ୟା ଶାୟୀ ହୋଇ ପଡିରହିଛନ୍ତି । ପାରିବାର ପୋଷଣ କରୁଛି ତାଙ୍କ ଆଠ ବର୍ଷର ପୁଅ କାମ କରି । ଏହି ସମୟରେ ସମୀର ଦିବ୍ୟାଙ୍ଗ ର ପ୍ରତିଷ୍ଠାତା କୀର୍ତ୍ତନ ଦାଶ ଗୋଟିଏ ମାସର ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ପିନ୍ଧିବାକୁ ଲୁଗା ସହ ତାଙ୍କର   ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ଲକଡାଉନ ପରେ  ତାଙ୍କୁ ଚିକିତ୍ସା ପାଇଁ ଉଲଟ ପୁର ନେବାକୁ ପ୍ରତିଶୃତି ହେଇଛନ୍ତି । ସମୀର ଦିବ୍ୟାଙ୍ଗ ସଂଘର ଏହି କାମ କୁ ଗ୍ରାମବାସୀମାନେ ବେଶ ପ୍ରଶଂସା କରିଥିଲେ ।

0
0
0
s2sdefault