ପଦ୍ମପୁର-ବରଗଡ଼ ସାଂସଦ ସୁରେଶ ପୂଝାରୀ ବିଭିନ୍ନ ବ୍ଳକ ତଥା ଏନଏସିର ସାଂସଦ ପ୍ରତିନିଧି ମାନଙ୍କ ନାମ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ଭାବରେ ଯୁବ ଆଇନଜୀବୀ ଚିନ୍ମୟ କୁମାର ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଚିନ୍ମୟୀ ସାଂସଦ ପ୍ରତିନିଧି ଭାବରେ ମନୋନୀତ ହୋଇଥିବାରୁ ସାଂସଦ ସୁରେଶ ପୂଝାରୀ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତଙ୍କୁ କୃତଜ୍ଞତା ଜ୍ଞାପନ କରି ତାଙ୍କ ଆର୍ଶିବାଦ କାମନା କରିଛନ୍ତି ।
ରାଜ୍ୟ
ସାଂସଦଙ୍କ ଏନଏସି ପ୍ରତିନିଧି ହେଲେ ଚିନ୍ମୟ କୁମାର ପଣ୍ଡା ।
- Hits: 587