ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜିି ଅଖିଳ ଭାରତ ବୀମା ସଂଘ ତରଫରୁ ୪ଟି ଦାବିିକୁ ନେଇ ସର୍ବ ଭାରତୀୟ ସ୍ତରରେ ଦିିନିିକିିଆ ଦର୍ମଘଟର ଡାକରା ଦିିଆଯାଇଥିଲା। ଏହିି ଅବସରରେ ଝାରସୁଗୁଡାର ସମସ୍ତ ସାଧାରଣ ବୀମା ଅଫିସ ସପୁଣ୍ଣ ବନ୍ଦ ରହିିଥିଲା। କର୍ମଚାରୀ,ଅଧିକାରୀଙ୍କ ଦାବିି ଥିଲା: ଘରୋଇକରଣ ବନ୍ଦ କରାଯାଉ,୪ବର୍ଷରୁ ମଜୁରୀ ସଂଶୋଧନ ବକାୟା ଅଛିି ,ଶିଘ୍ର ସରକାର ମଞ୍ଜୁର କରନ୍ତୁ,ବିିଦେଶୀ ପୁଞ୍ଜି ନିିବେଶକୁ ବିିରୋଧ, ଓ ଫେମିଳିି ପେନସନ୍ ୩୦% କରାଯାଉ। ଏହିି ଅବସରରେ ମ୍ ଡି. ଅନଓ୍ବର,ଅଜ୍ଜୁନନାୟକ,ଡିଲେଶ୍ବର ବାଗ, ରତ୍ନାକର ପ୍ରଧାନ ଓ ସିତାରାମ ମାଝି୍ ଉପସ୍ଥିତ ଥିଲେ।
ରାଜ୍ୟ
ସାଧାରଣ ବୀମା କର୍ମଚାରୀଙ୍କ ଧର୍ମଘଟ ସଫଳ
- Hits: 325