କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)ଗତକାଲି ଜୁନାଗଡ ପୋଲିସ ଆନୁକୂଲ୍ୟରେ ଜୁନାଗଡ ଅଗ୍ରେସନ ଭବନ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାର ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିର ରେ କଳାହାଣ୍ଡି ଜୁନାଗଡ ଥାନା ଓ ଆଇ ସି ଉତ୍ତମ କୁମାର ସାହୁ , ବରିଷ୍ଠ ଆଇନଜୀବୀ ହିମାଂଶୁ ବରାଡ, ସମାଜ ସେବି ଜତିଦ୍ର କର , ଗଣମାଧ୍ୟମ ପ୍ରତିନିଧି ସମେତ ଅନେକ କର୍ମକର୍ତ୍ତା ସହଯୋଗ କରିଥିଲେ । ଏହି ରକ୍ତ ଦାନ ଶିବିର ରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିବା ସୂଚନାରୁ ଜଣାପଡିଛି । ରକ୍ତ ଭଣ୍ଡାର କର୍ମଚାରୀ ତଥା ମହିଳା ସଂହ ଯୋଗ ଦେଇ ରକ୍ତ ଦାନ କରିଥିଲେ ।
ରାଜ୍ୟ
ଜୁନାଗଡ଼ ପୋଲିସ ଆନୁକୂଲ୍ୟରେ ରକ୍ତଦାନ ଶିବିର ।।
- Hits: 411








