ହେଡଲାଇନସ୍:

ଏଟିଏମ୍ ଅନ୍ଧକାର,ଗ୍ରାହକ ହନ୍ତସନ୍ତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଲମଣି ନାଗ  (ଶାସକ ପ୍ରଶାସକ)-ଦେଶର ସର୍ବ ବୃହତ୍ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । କିନ୍ତୁ କଳାହାଣ୍ଡିବାସୀଙ୍କୁ ଏହି ସଂସ୍ଥା ଭୂଆଁ ବୁଲାଇ କୋଟିକୋଟି ଟଙ୍କା ଲାଭ କରିବାରେ ବ୍ୟସ୍ତ  । ଅନ୍ୟ ପଟରେ ଗ୍ରାହକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କିଛି ବ୍ୟବସ୍ଥା ନାହିଁ । ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବସଷ୍ଟାଣ୍ଡ ଠାରେ । ଏସ୍ ବି ଆଇ ଏଟିଏମ୍ ରେ ନା ଅଛି ବିଜୁଳି ସୁବିଧା ନା ଅଛି ଜଗୁଆଳୀ ବ୍ୟବସ୍ଥା । ବୁଲା କୁକୁର ମାନେ ଏହି  ଏଟିଏମ୍ ରେ ଜଗୁଆଳୀ ସାଜି ଥିଲାବେଳେ,  ମୋବାଇଲ ଆଲୁଅ ହିଁ ଗ୍ରାହକଙ୍କ ସାହାଭରସା । ଆଉ କେତେ ମାସ ଗଲା ପରେ ଗ୍ରାହକ ସମସ୍ତ ସୁବିଧା  ସୁଯୋଗ ପାଇପାରିବେ ଦେଖିବାକୁ ବାକି ରହିଲା ।

0
0
0
s2sdefault