କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ବିରୋଧ କଲେ କୁଚିଣ୍ଡା ଉପଖଣ୍ଡର ଚାଷୀ l ଉପଖଣ୍ଡ ର ଚାଷୀମାନେ ଧାନ ବିକ୍ରି କରି ପାରିନଥିବା ବେଳେ ଉପଖଣ୍ଡ ର ବିଭିନ୍ନ ଧାନ ମଣ୍ଡିରେ ପଡ଼ିରହିଛି ଧାନ ବସ୍ତା l ମନ୍ତ୍ରୀ ଶ୍ରୀ ଜେନା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ କୁଚିଣ୍ଡା ଉପଖଣ୍ଡ ରେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ରହିଥିବା ବେଳେ ଚାଷୀଙ୍କ ସହିତ ଆଲୋଚନା ନକରି ଚାଷୀଙ୍କୁ ଅଣଦେଖା କରି ଚାଲିଗଲେ ବୋଲି ଉପଖଣ୍ଡ ର ଚାଷୀ ମାନେ କହିଛନ୍ତି l
ରାଜ୍ୟ
କୁଚିଣ୍ଡା ଗସ୍ତରେ ଆସିଥିବା ମନ୍ତ୍ରୀଙ୍କୁ ବିରୋଧ କଲେ ଚାଷୀ
- Hits: 228
