ହେଡଲାଇନସ୍:

ରାସ୍ତା କଡ଼ ପାଳଗଦାରୁ ନବଜାତକ ଶିଶୁକନ୍ୟା ଉଦ୍ଧାର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କୋକସରା ବ୍ଲକ ଶିଉନି ଗ୍ରାମ ମୁଣ୍ଡରେ ଥିବା ଏକ ପାଳ ଗଦାରୁ ଏକ ନବ ଜାତକ ଶିଶୁ ର କାନ୍ଦ ଶୁଣି ଶୌଚ ପାଇଁ ଯାଉଥିବା କିଛି ମହିଳା ଦେଖି ପରେ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ ଆଶା କର୍ମୀ  ଓ ଅଙ୍ଗନବାଡି କର୍ମୀ ପହଞ୍ଚି ଶିଶୁ କୁ ଉଦ୍ଧାର କରିବା ସହ ତାକୁ ପ୍ରାଥମିକ ଚିକିତ୍ସା କରିବା ପରେ ଆମପାଣି ପୋଲିସ ଗାଡିରେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି ଡାକ୍ତର ଶିଶୁ ର ଚିକିତ୍ସା ଆରମ୍ଭ କରିଥିବା ବେଳେ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ତେବେ ଅବାଞ୍ଛିତ ଗର୍ଭ ହେଉ କିମ୍ବା ପ୍ରେମ ଜନିତ କାରଣ ରୁ ଶିଶୁକୁ କେହି ହୃଦୟହୀନା  ମହିଳା ପ୍ରସବ ପରେ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଛି |

0
0
0
s2sdefault