ହେଡଲାଇନସ୍:

ଉଦୟନାଥ ଫର୍ଣ୍ଣିଚରର ୧୫ତମ ଲକି ଡ୍ର ଉଠାଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

       ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୫ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆଁପଡ଼ାର ଆଶିଷ ବେହେରା ।

         ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ , ସନ୍ତୋଷ କୁମାର ବାରିକ, ହରିହର ନିଆଲ, ତୁଳାରାମ ବଢ଼ିଆ, ସୁକାନ୍ତ ବହିଦାର, ନୁରଜ ନିଆଲ ଉପସ୍ଥିତ ଥିଲେ ।

0
0
0
s2sdefault