ହେଡଲାଇନସ୍:

ଦ୍ୱିତୀୟ ପର୍ଯ୍ୟାୟ  ଟୀକାଦାନ ଆରମ୍ଭ : ପ୍ରଥମେ ନେଲେ ଉପଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର (ମାଧବ ବିଡ଼ିକା) ଦ୍ୱିତୀୟ ପର୍ଯ୍ୟାୟ ରେ  କରୋନା ଯୋଦ୍ଧାମାନଙ୍କୁ ସ୍ଥାନୀୟ ଗୁଣପୁର ଟାଉନ ହଲରେ  କରୋନl ଟୀକାଦାନ ଆଜି ଆରମ୍ଭ ହୋଇଛି । ଆଜି ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପ୍ରଥମେ ଟୀକା ନେଇଥିଲେ। ଏହି ପର୍ଯ୍ୟାୟ ରେ ପୋଲିସ୍ ଷ୍ଟାଫ୍,ବ୍ଲକ ଅଫିସ୍ ଷ୍ଟାଫ୍,ତହସିଲ ଷ୍ଟାଫ୍, ଉପଜିଲ୍ଲାପାଳ ଅଫିସ୍ ଷ୍ଟାଫ୍ ଆଦି ସରକାରୀ ଅଫିସ୍ ର କର୍ମଚାରୀମାନଙ୍କୁ ଟୀକା ଦିଆଯିବ। ଆଜି ୧୦୨ ଜଣଙ୍କୁ ଟୀକା ଦିଆଯାଇଛି l ଏହି ଟୀକାଦାନ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ l

0
0
0
s2sdefault