ହେଡଲାଇନସ୍:

ସତ୍ୟଜିତ ମହାନ୍ତି ହେଲେ ରାଜ୍ୟ ଲୋକସେବା ଆୟୋଗର ନୂତନ ଅଧ୍ୟକ୍ଷ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ହେଲେ ରାଜ୍ୟ ଲୋକସେବା ଆୟୋଗର ନୂତନ ଅଧ୍ୟକ୍ଷ | ରାଜ୍ୟ ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଆଜି ରାଜ୍ୟ ସରକାର ଶ୍ରୀ ମହାନ୍ତିଙ୍କୁ  ନିଯୁକ୍ତି ଦେଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମହାନ୍ତି ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ | ବର୍ତ୍ତମାନ ଶ୍ରୀ ମହାନ୍ତି ଓଡିଶା ହୋମଗାର୍ଡ ଓ ଅଗ୍ନିଶମ ସେବାର ଡିଜି ଅଛନ୍ତି।

0
0
0
s2sdefault