କବି ବିନୋଦ ଚନ୍ଦ୍ର  ନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା /ସୁବାସ ସାହାରେ - ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି କବି ବିନୋଦ ଚନ୍ଦ୍ର ନାୟକଙ୍କ ଆବକ୍ଷ  ପ୍ରତିମୂର୍ତ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ନିରଞ୍ଜନ ସାହୁ ଅନାବରଣ କରିଛନ୍ତି । ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ,  ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଧ୍ରୁବରାଜ ନାଏକ , ବେଦାନ୍ତ ସିଇଓ ସି ଏନ ସିଂହଙ୍କ ସମେତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ,  ଡି ଏଫ ଓ ଲଳିତ ପାତ୍ର ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ବେଦାନ୍ତର ଚିଫ୍ ଅପରେଟିଙ୍ଗ ଅଫିସର (ମେଟାଲ) ଜି ଜି ପାଲ , ପି ଡି ( ଆର ଏନ ଆର ) ଆଲୋମଣି ସେଠୀ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଗୀତିକା ନାଏକ , ପି ବି ବାଗେ , ଯୋଗେନ୍ଦ୍ର ମାଝୀ , ଗୋଲକ ବିହାରୀ ମଙ୍ଗରାଜ ଓ ଜିଲ୍ଲା ର ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସହରର ବହୁ ବରିଷ୍ଠ ନାଗରିକ ବାଳଗୋବିନ୍ଦ ମିଶ୍ର , ପ୍ରଫେସର ଟହଲୁ ସାହୁ , ତାପସ ରାୟ ଚୌଧୁରୀ , ରଘୁମଣି ପଟେଲ , ପିଣ୍ଟୁ ପାଢ଼ୀ , ସାହିତ୍ୟ ଏକାଡେମୀ ସଦସ୍ୟା ଶିବପ୍ରିୟା ମିଶ୍ର , ମନ୍ଦାକିନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ବେଦାନ୍ତ ସହଯୋଗରେ ସଂସ୍କୃତି ଭବନର ନବୀକରଣ ଓ ସୌନ୍ଦର୍ଜୀକରଣ କରାଯାଇଛି ।

0
0
0
s2sdefault