ପଦ୍ମପୁର : ସ୍ଥାନୀୟ କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚରଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୪ତମ ଲକି ଡ୍ର' ଆଜି ସଂଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରପାଲିର ସୁବୋଧ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ରଶ୍ମି ରଞ୍ଜନ ଖୁଣ୍ଟଲା, ସନ୍ତୋଷ କୁମାର ବାରିକ, ଦିନେଶ କମାର ଜେନା, ଗୋପବନ୍ଧୁ ପଧାନ, ସୁକାନ୍ତ ବହିଦାର, ହରିହର ନିଆଲ, ତୁଳାରାମ ବଢ଼ିଆ ଉପସ୍ଥିତ ଥିଲେ ।
ରାଜ୍ୟ
ଉଦୟନାଥ ଫର୍ଣ୍ଣିଚରର ୧୪ତମ ଲକି ଡ୍ର' ଉଠାଣ
- Hits: 285