ହେଡଲାଇନସ୍:

ସାମ୍ବାଦିକଙ୍କ ପିତୃ ବିୟୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ/ ସରୋଜ କୁମାର ସାହୁ : ଆଜି ସାମ୍ବାଦିକ ଶ୍ରୀଧର ଚୌଧୁରୀଙ୍କ ବାପା କାହୁଁ ଚରଣ ଚୌଧୁରୀଙ୍କ (୫୮ ବର୍ଷ ବୟସରେ) ବିଶାଖାପାଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସ୍ୱର୍ଗତ ଚୌଧୁରୀ ବିଗତ ଦିନରେ ହାର୍ଟ ଅପରେସନ କରାଇଥିଲେ ଦୁଇଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ବିଶାଖାପାଟଣା କେୟାର ହସ୍ପିଟାଲକୁ ନେଇଥିଲେ । ମୃତ୍ୟୁ ବେଳକୁ ପାଖରେ ସ୍ତ୍ରୀ ଦୁଇ ପୁଅ, ବୋହୂ ଓ ଦୁଇ ଝିଅ ପାଖରେ ଉପସ୍ଥିତ ଥିଲେ ।

0
0
0
s2sdefault