ହେଡଲାଇନସ୍:

ରାଜନୀତିକୁ ରଜନୀକାନ୍ତଙ୍କ "ନା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚେନ୍ନାଇ : ରାଜନୀତିରେ ପ୍ରବେଶ କରିବେନି ସୁପରଷ୍ଟାର ରଜନୀକାନ୍ତ | ସ୍ୱାସ୍ଥ୍ୟଗତ କାରଣରୁ ସେ ରାଜନୀତିକୁ ଯିବେନି ବୋଲି ଆଜି ସ୍ପଷ୍ଟ କରିଛନ୍ତି |  ରକ୍ତଚାପ ଜନିତ ଗୁରୁତର ଅସୁସ୍ଥତା କାରଣରୁ ହାଇଦରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ଡରିବା ଦୁଇଦିନ ପରେ ରଜନୀକାନ୍ତ ଏହି ଘୋଷଣା କରିଥିବା ଜଣାପଡିଛି | 

0
0
0
s2sdefault