ହେଡଲାଇନସ୍:

ଜିଲ୍ଲା ପ୍ରାଥମିକ ଶିକ୍ଷକ  ସଂଘ (ପଞ୍ଚମ ସ୍ତରୀୟ -ଏକ୍ସ କେଡର) ଗଠନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-06-18-bala.jpg - 131.90 kB

ବଲାଙ୍ଗିର (ନିରୋଜ ମିଶ୍ର )   ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀ ଠାରେ ସଂଗଠନକୁ ସୁଦୃଢ କରିବା ପାଇଁ ଜୟନ୍ତୀଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ପଞ୍ଚମ ସ୍ତରୀୟ- ଏକ୍ସ କେଡର)  ଗଠନ କରାଯାଇଥିଲା । ସଭାପତି ଭାବରେ ଜୟନ୍ତୀଲାଲ ସାହୁ, ଉପସଭାପତି ଭାବେ ସପ୍ତମ କିଶୋର ବେହେରା, କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ତ୍ରିପାଠି, ସମ୍ପାଦକ ଉକାଲୁ ସା, ସହ ସମ୍ପାଦକ ମହେଶ ମଲ୍ଲିକ, କୋଷାଧ୍ୟକ୍ଷ ତରଣୀସେନ ପଧାନଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା ଭାବେ ନରହରି ସାହୁ, ମୁରଲି ପଧାନ, ଯଦୁମଣୀ ସାହୁ, ଗୋବର୍ଦ୍ଧନ ନାଗ, ତ୍ରିନାଥ ରଣା, ଜଗନ୍ନାଥ ପଧାନ, ନାରାୟଣ କମ୍ପ, ମନୋଜ ମେହେର, ଠଣୀନ୍ଦ୍ର ବାଗ ଓ ସାଂଗଠନିକ ସମ୍ପାଦକ ଭାବେ ନିଳମଣୀ ପଣ୍ଡା, ପ୍ରଫୁଲ୍ଲ ପୋଢ, ସେବକ ବେହେରା, ତ୍ରିଲୋକ ସିଂହ, ଦୁର୍ଯ୍ୟୋଧନ  ନାଏକ, କୁଞ୍ଜ ବିହାରୀ ସାହୁ, ଜ୍ୟୋତିଲାଲ ସାହୁଙ୍କୁ ମନୋନୀତ କରାଯାଇଥିଲା । 

 

ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ  ସଂଘ (ପଞ୍ଚମ ସ୍ତରୀୟ -ଏକ୍ସ କେଡର) ଗଠନ

 ପୁଇଁନ୍ତଲା    ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପୁଇଁନ୍ତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନାରାୟଣ କମ୍ପଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ (ପଞ୍ଚମ ସ୍ତରୀୟ- ଏକ୍ସ କେଡର) ଗଠନ କରାଯାଇଥିଲା । ଉକ୍ତ ସଭାରେ ତରଣୀସେନ ସେନାପତି ସଭାପତି, ବାସୁଦେବ ତ୍ରିପାଠି ସମ୍ପାଦକ, କବିତା ପୁରୋହିତ ଯୁଗ୍ମ ସମ୍ପାଦକ, ନାରାୟଣ କମ୍ପ କୋଷାଧ୍ୟକ୍ଷ, ଅମ୍ବରୀଶ କ୍ଷେତୀ କାର୍ଯ୍ୟକାରୀ ସଭାପତି, ରୀନା ବସ୍ତିଆ ଉପସଭାପତି, ଲିଲାମୟ ମହାକୁର ମିଡିଆ ପ୍ରଭାରୀ ଭାବରେ ମନୋନୀତ ହୋଇଥିଲେ । ଉପଦେଷ୍ଟା ଭାବରେ ପ୍ରମୋଦ କୁମାର ନାଗ, ସିଦ୍ଧେଶ୍ୱର  ତାଣ୍ଡି, ନିଳମଣୀ ପଣ୍ଡା, ଉକାଲୁ ସା, ରଘୁନାଥ ରାଉତ, ବିଭୀଷଣ ପଧାନ ମନୋନୀତ ହୋଇଥିଲେ । 

0
0
0
s2sdefault