ଭଦ୍ରକ/ ଶାସକ ପ୍ରଶାସକ - ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ସଇଆ ଗ୍ରାମର ଜଣେ ଯୁବକ ନାମ ବିଜୟ ମଳିକ୍,ବୟସ ୩୫, ସଇଆ ଓଭର ବ୍ରିଜ୍ ପାସ୍ କରୁଥିବା ବେଳେ ମାଲବାହୀ ଟ୍ରେନ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକ ଜଣଙ୍କର ହାତ କଟି ଖଣ୍ଡ ବିଖଣ୍ଡ ହୋଇ ପଡ଼ିରହିଛି । ଘଟଣା ସ୍ଥଳରେ ତିହିଡି ଥାନା ଅଧିକାରୀ ପହଞ୍ଚି କେଉଁ ମାଲ୍ ବାହୀ ଟ୍ରେନ୍ ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ତଦନ୍ତ କରୁଛନ୍ତି । ଯୁବକ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ରାଜ୍ୟ
ଟ୍ରେନ୍ ଧକ୍କାରେ ଯୁବକଙ୍କର ହାତ କଟି ଗୁରୁତର
- Hits: 192