ହେଡଲାଇନସ୍:

କଦଳୀଗଡ ଅଞ୍ଚଳରେ ଗାଁ ମୁହା ହାତୀପଲ, ବ୍ୟାପକ ଧାନ ଫସଲ ନଷ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡବାହାଲ ରେଞ୍ଜ୍ ର କଦଳୀଗଡ ଅଞ୍ଚଳରେ  । ଆଜି ଗାଁ ଭିତରକୁ ହାତୀପଲ ଯାଉଥିବା ସମୟରେ ଲୋକେ ଘଉଡାଇ ଦେଇଥିଲେ। ଯାହାଫଳରେ ହାତୀପଲରେ ଥିବା ୧୨ଟି ହାତୀ , ପାଖରେ ଥିବା ଧଉରାଖମଣ, ଏବଂ ଗରିଆମୁଣ୍ଡା  ଜଙ୍ଗଲକୁ ପଳାଇଛନ୍ତି। କଦଳୀଗଡ ଅଞ୍ଚଳର ଆମ୍ବଝରୀ, ଗରିଆମୁଣ୍ଡା , ଧଉରାଖମଣ ଗାଁରେ ବ୍ୟାପକ ଧାନ ଫସଲ  ହାତୀପଲ ରାତିରେ ନଷ୍ଟ କରିଥିବା ଜଣାପଡିଛି ।

0
0
0
s2sdefault