ହେଡଲାଇନସ୍:

ଛତିଶଗଡ଼ ଲରା ଏନଟିପିସିରୁ ନିର୍ଗତ ପାଉଁଶ ଦ୍ଵାରା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ବିଧାୟକ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଛତିଶଗଡ଼ର ଲରା ଏନଟିପିସିରୁ ନିର୍ଗତ ପାଉଁଶ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଶୁଖାନରା ନାଳାରେ ମିଶିବାର ଅଭିଯୋଗ ଆସିବା ପରେ ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି। ଆଜି ନିଜେ ଘଟଣାସ୍ଥଳକୁ ଯାଇ ସ୍ଥାନର ପରିଦର୍ଶନ କରିଥିଲେ। ଏପର୍ଯ୍ୟନ୍ତ ମାସେ ହେଲାଣି ଏନଟିପିସି ଦ୍ବାରା ସେପରି କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେ ଆଗାମୀ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

0
0
0
s2sdefault