ହେଡଲାଇନସ୍:

କୃଷକ ବିକାଶ ମଂଚ ତାଲା ବନ୍ଦ ଆନ୍ଦୋଳନ ସ୍ଥଗିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବରଗଡ(ନୀଳ ଦୀପ)  ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଠାରେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ର ଆଂଚଳିକ ପ୍ରବନ୍ଧକ - ସୁକାନ୍ତ କୁମାର ମିଶ୍ର, ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରୀପାଠି,ଓ  ଅନ୍ୟାନ୍ୟ ପଦାଧିକାରୀ ଚାଷୀ ପ୍ରତିନିଧି ଉପସ୍ଥିତିରେ ବୀମା ବିଷୟରେ ଜିଲ୍ଲା ଯୋଜନା କମିଟି  ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଅଲୋଚନା କରାଇଥିଲେ । ବୀମା ପ୍ରଦାନ ପାଇଁ ହେଉଥିବା ଦାବି ଓ ଆନ୍ଦୋଳନ  ବିଷୟରେ ଆଲୋଚନା ହୋଇଥିଲା । ବୀମା କ୍ପାନୀ ପ୍ରଦାନ କରିଥିବା କ୍ଲେମ ରିର୍ପୋଟ ଚୁଡାନ୍ତ ନୁହେଁ  ଏବଂ ଉପଯୁକ୍ତ ବୀମା ଅର୍ଥ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କମ୍ପାନୀ ପ୍ରତିନିଧି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଆନ୍ଦୋଳନାତ୍ମକ ପନ୍ଥା ବନ୍ଦ କରିବାକୁ ନିବେଦନ କରିଥିଲେ । ପଦ୍ମପୁର କୃଷକ ବିକାଶ ମଂଚ ର ସଭାପତି ଜୟ କୃଷ୍ଣ ସାହୁ ସଂପାଦକ କିଶୋର ଚନ୍ଦ୍ର ଦେବତା ପ୍ରକାଶ କରିଛନ୍ତି ।

 

0
0
0
s2sdefault