ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : କରୋନା ସମୟରେ ଲୋକଙ୍କର ଆର୍ଥିକ ସ୍ଥିତି ଭୂଷୁଡି ପଡିଥିବାବେଳେ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରି ଲୋକଙ୍କ ଉପରେ ବୋଝ ଲଦୁଛନ୍ତି ରାଜ୍ୟ ସରକାର I ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ଆମ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ରେଢାଖୋଲ ବିଡିଓ ପରିକ୍ଷିତ ସାହୁଙ୍କୁ ପ୍ରଦାନ କରିଛନ୍ତି I
ରାଜ୍ୟ
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆପ୍ ପକ୍ଷରୁ ଦାବିପତ୍ର ,
- Hits: 610