ହେଡଲାଇନସ୍:

ଉଦଘାଟିତ ହେଲା ସାର୍ଥକ ଉଦ୍ୟୋଗ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ବିଜୟା ଦଶମୀ ଦିନକୁ ହିନ୍ଦୁ ଧର୍ମରେ ଏକ ପବିତ୍ର ଦିନ ଭାବେ ପାଳନ କରିଥାନ୍ତି । ପବିତ୍ର ବିଜୟା ଦଶମୀ ଦିନ ଲୋକମାନେ ନିଜର ବ୍ୟବସାୟ ତଥା ଅନ୍ୟାନ୍ୟ ଶୁଭକାର୍ଯ୍ୟ ଆରମ୍ଭ କରିଥାନ୍ତି । ଆଜି ଏହି ପବିତ୍ର ଦିନ ଅବସରରେ ପଦ୍ମପୁର ସହରର କଲେଜରୋଡ଼ ଠାରେ ସାର୍ଥକ ଉଦ୍ୟୋଗ ନାମରେ ଏକ ସପିଙ୍ଗ ମଲ ଉଦଘାଟିତ ହୋଇଛି । ଏଠାରେ କାଠରେ ତିଆରି ପଲଙ୍କ,ସୋଫା,ଡ୍ରେସିଙ୍ଗ ଟେବୁଲ,ଡାଇନିଙ୍ଗ ଟେବୁ,ଚୌକି,ଟେବୁଲ ଓ ଲୁହାରେ ତିଆରି ସମସ୍ତ ପ୍ରକାରର ଫର୍ଣ୍ଣିଚର ଏବଂ ସମସ୍ତ ପ୍ରକାରର ଇଲେକଟ୍ରୋନିକ୍ସ ସାମଗ୍ରୀ ସୁଲଭ ମୂଲ୍ୟରେ ମିଲି ପାରିବ ।  ଗୋଟିଏ ଜାଗାରେ ସମସ୍ତ ସାମଗ୍ରୀ ମିଲିପାରିବା ଭଲି ସପିଙ୍ଗ ମଲ ଏହା ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ପ୍ରଥମ ।

0
0
0
s2sdefault