ହେଡଲାଇନସ୍:

ସାମାଜିକ ଦୂରତାକୁ ଖାତିରନାହିଁ, ଚାଷୀ ପଞ୍ଜିକରଣରେ ଲାଗିଛି ଲମ୍ଵାଲାଇନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):   ଚଳିତ ମାସ  ୩୦ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରିବଟl ପାଇଁ ଚାଷୀପଞ୍ଜିକରଣ ମିଆଦ ରହିଛି l ତେଣୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲ୍ୟାମ୍ପ ଗୁଡିକରେ ଫର୍ମ ଉପଲବ୍ଧ ହେବ l ଚାଷୀ ପଞ୍ଜିକରଣ ଓ ଧାନ ଚାଷରେ ସାର ପ୍ରୟୋଗ ପାଇଁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସମବାୟ ସମିତି ଗୁଡିକରେ ଚାଷୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି l ଜିଲ୍ଲାର ଜମନକିରା, ଫାଶୀମାଲ ଓ କୁଲୁଣ୍ଡି, ଲଇଡା ଲ୍ୟାମ୍ପସ ରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି l କରୋନା ମହାମାରୀ ଯୋଗୁଁ ଜନଜୀବନ ଭୀତତ୍ରସ୍ତ ଥିବାବେଳେ ସାମାଜିକ ଦୂରତାକୁ ଉଲଂଘନକରି ଲମ୍ବା ଲାଇନରେ ଛିଡା ହୋଇଥିଲେ ଓ  ପୋଲିସ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଉଥିଲେ ମଧ୍ୟ ଏହାକୁ ଖାତିର କରୁନ ଥିବା ଦେଖାଯାଉଛି l

0
0
0
s2sdefault