ହେଡଲାଇନସ୍:

ଜେଏମଜେ ଡାକ୍ତରଖାନାକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବରେ  ବୃଦ୍ଧି କଲା ପ୍ରଶାସନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ କୋଭିଡ ଡାକ୍ତରଖାନା ଭାବେ ଘୋଷଣା କରିଛନ୍ତି l ଫଳରେ ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ଭୁଖୀନ ହେଉଥିଲେ l ଏହା କୁ ଦୃଷ୍ଟି ରେ ରଖି ଆଜି ଠାରୁ ବରେଇପାଲି ଠାରେ ଥିବା ଘରୋଇ ହସ୍ପିଟାଲ ଜେଏମଜେ ଡାକ୍ତରଖାନା କୁ  ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ବୃଦ୍ଧି  କରାଯାଇଛି l ଜ଼ିଲ୍ଲାବାସୀ ଏଠାରେ ମଧ୍ୟ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି  ଜ଼ିଲ୍ଲାପାଳ ଶୁଭମ ସକ୍ ସେନା ପ୍ରକାଶ କରିଛନ୍ତି l

 

0
0
0
s2sdefault