ହେଡଲାଇନସ୍:

ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମ ରେ ମାସ୍କ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମ ରେ ମାସ୍କ ବଣ୍ଟନ କରାଯାଇଛି । ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ଉକ୍ତ ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆପ୍ ସଦସ୍ୟ ଏଲିୟାଜର ମଣ୍ଡଳ ସମ୍ପାଦନା କରିଥିଲେ।

0
0
0
s2sdefault